"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୭୮ କ ଧାଡ଼ି:
* ଉତ୍କଳ ଆଶ୍ରମ: ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref>
<!--
୧୯୧୪ ମସିହାରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ପୁରୀର ରାଧାକାନ୍ତ ମଠର ମହନ୍ତ ରାଧାକୃଷ୍ଣ ଦାସ ଗୋସ୍ଵାମୀଙ୍କର ଉଦ୍ୟମରେ ବ୍ରହ୍ମପୁରଠାରେ ଏକ ଅନୁଷ୍ଠାନ ଗଢ଼ିବା ପାଇଁ ସତ୍ୟବାଦୀ ବକୁଳବନର ସାଧକମାନଙ୍କର ପରାମର୍ଶକ୍ରମେ ଉତ୍କଳ ଆଶ୍ରମ ଗଢ଼ାଯାଇଥିଲା । ଉତ୍କଳ ଆଶ୍ରମ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ଜମି ଖରିଦ କରି ବଡ଼ଖେମୁଣ୍ଡି ରାଜା ସାହେବ ସ୍ଵର୍ଗତ କୃପାମୟ ଦେଓଙ୍କଠାରୁ ପାଞ୍ଚହଜାର ଟଙ୍କା ପାଇ ଉତ୍କଳ ଆଶ୍ରମ ଗୃହର ଭିତ୍ତି ସ୍ଥାପନ ହୋଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ସି.ବି. କାଟରାଲ ଗୃହର ଭିତ୍ତି ସ୍ଥାପନା କରିବା ସହ ୧୯୨୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ମାନ୍ଦ୍ରାଜ ପ୍ରଦେଶର ତତ୍କାଳୀନ ରାଜ୍ୟପାଳ ସ୍ଵର୍ଗତ ଭି. ଗେଶନ୍‌ଙ୍କ ଦ୍ଵାରାଗେଶନ୍‌ଙ୍କଦ୍ଵାରା ଉଦ୍‌ଘାଟିତ ହୋଇଥିଲା । <ref>ନିହାର ପଟ୍ଟନାୟକ, ଓଡ଼ିଆ ଜାତୀୟତାର କର୍ମପୀଠ:ଉତ୍କଳ ଆଶ୍ରମ, ଖବର,୨ ଅପ୍ରେଲ ୨୦୧୨, ପୃଷ୍ଠା:୮</ref>
-->
* କଳିଙ୍ଗ ସାହିତ୍ୟ ସମାଜ <ref>ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006 </ref>