"ବୈଦୁତିକ ଜନିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ , - କୁ +କୁ )
ଟିକେ Regular Character Changes
୪ କ ଧାଡ଼ି:
[[ଫାଇଲ:Generator-20071117.jpg|thumb|right|[[ବେଲଜିଅମ|ବେଲଜିଅମର]] 'ୱେଷ୍ଟ ଫ୍ଲାଣ୍ଡର'ଠାରେ ଥିବା ଏକ ପୁରୁଣା ''ଗାଞ୍ଜ ଜେନେରେଟର'' (Ganz Generator)]]
[[ଫାଇଲ:Gorskii 04414u.jpg|thumb|right|ଏକ ଜଳବିଦ୍ୟୁତ କେନ୍ଦ୍ରରେ ଥିବା ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଏକ [[alternator|ଅଲଟର୍ନେଟର]], ଯାହାକି [[ହଙ୍ଗେରୀ|ହଙ୍ଗେରୀର]] ବୁଦାପେଷ୍ଟଠାରେ ତିଆରି ହୋଇଥିଲା]]
'''ବୈଦୁତିକ ଜନିତ୍ର''' ବା ଜେନେରେଟର ଏକ ଯନ୍ତ୍ର ଯାହା [[ଯାନ୍ତ୍ରିକ ଶକ୍ତି]]କୁ [[ବୈଦୁତିକ ଶକ୍ତି|ବୈଦୁତିକ ଶକ୍ତିରେ]] ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ '''ବାଷ୍ପ ଦ୍ଵାରାବାଷ୍ପଦ୍ଵାରା ଚାଳିତ ଟରବାଇନ''', '''ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରାଜଳଦ୍ଵାରା ଚଳିତ ଟରବାଇନ''' ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।
 
[[ବୈଦୁତିକ ମୋଟର]], ବୈଦୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।
୧୨ କ ଧାଡ଼ି:
 
== ଟାକୋ-ଜନିତ୍ର/ଟାକୋ-ଜେନେରେଟର ==
ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟରକୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହା ଦ୍ଵାରାଯାହାଦ୍ଵାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶା‌ଫ୍‌ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।
== ଆଧାର ==
{{ଆଧାର}}