"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପ୍ରାଥମିକ ଜୀବନ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
ଟିକେ Regular Character Changes
୩୧ କ ଧାଡ଼ି:
'''ବିଶ୍ଵନାଥ ପଟ୍ଟନାଯକ''' ହେଉଛନ୍ତି [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା । [[କୁଜେନ୍ଦ୍ରି]] ଏବଂ [[ବାଲିଗୁଡ଼ା]] ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି<ref>[http://www.jamnalalbajajfoundation.org/awards/archives/2008/constructive-work/biswanath-pattnaik "Jamnalal Bajaj awards-2008"] ଜମୁନାଲାଲ ବଜାଜ ସମ୍ମାନ 2008</ref> ।
== ପ୍ରାଥମିକ ଜୀବନ ==
[[ଗଞ୍ଜାମ ଜିଲ୍ଲା]]ର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ଵନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ ବିଶିଷ୍ଟ ଗାନ୍ଧୀବାଦୀ ନେତା [[ଗୋପବନ୍ଧୁ ଚୌଧୁରୀ]]ଙ୍କ ଦ୍ୱାରାଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।
 
== ସମାଜସେବା ==
୩୭ କ ଧାଡ଼ି:
 
== ପୁରସ୍କାର ==
ଶ୍ରୀ ପଟ୍ଟନାଯକ କୌଣସି ପ୍ରକାର ପୁରସ୍କାର ପାଇଁ ଲାଳାୟିତ ନ ଥିଲେ । ତଥାପି ସେ ଅନେକ ସମ୍ମାନ ଦ୍ଵାରାସମ୍ମାନଦ୍ଵାରା ସମ୍ମାନୀତ ହୋଇଛନ୍ତି । ଯଥା :-
* ଭାରତୀୟ ଆଦିମଜାତି ସେବକସଂଘ ପୁରସ୍କାର-୧୯୫୫
* ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ-୧୯୯୬