"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୩୪ କ ଧାଡ଼ି:
ସେ ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ କଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।<ref name="sambad">{{cite news | url=http://sambadepaper.com/epaperpdf%5C24122014%5C24-md-bm-10.pdf | title=ସଂସ୍କାରକ ବାଗ୍ମୀ ବିଶ୍ଵନାଥ | date=୨୪ ଡିସେମ୍ବର ୨୦୧୪ | accessdate=24 ଡିସେମ୍ବର 2014 | author=ସିଂହ, ଡ. ବିଜୟାନନ୍ଦ}}</ref>
 
ପତ୍ରପତ୍ରିକା ସମ୍ପାଦନାରେ କରଙ୍କ ପ୍ରଚେଷ୍ଟାରେ [[ନଅଙ୍କ ଦୁର୍ଭିକ୍ଷ]] ଓ ପରେ [[ଓଡ଼ିଆ ଭାଷା ଆନ୍ଦୋଳନ]] ସମୟରେ ତାଙ୍କ ଦ୍ୱାରାତାଙ୍କଦ୍ୱାରା ସଂପାଦିତ "''ଉତ୍କଳ ସାହିତ୍ୟ''" (୧୮୯୭) ଓଡ଼ିଆ ନବଜାଗରଣର ବାବଦରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା । ଏଥିରେ ସେ [[ଫକୀର ମୋହନ ସେନାପତି]], ମଧୁସୂଦନ ରାଓ, [[କୃଷ୍ଣ ପ୍ରସାଦ ଚୌଧୁରୀ]], [[ଶ୍ୟାମସୁନ୍ଦର ରାଜଗୁରୁ]], [[ମୃତ୍ୟୁଞ୍ଜୟ ରଥ]], [[ଗୋପାଳ ଚନ୍ଦ୍ର ପ୍ରହରାଜ]], [[ଗୋପୀନାଥ ନନ୍ଦ]], [[ମୋହିନୀ ମୋହନ ସେନାପତି]]ଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ପ୍ରକାଶ କରୁଥିଲେ ।<ref name="sambad"/>
 
== ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଓ ସମ୍ପାଦନା ==