"ବରଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ନାମ, ଛବି, ୤ > ।, ଅଧିକ ତଥ୍ୟ
ଟିକେ Regular Character Changes
୩ କ ଧାଡ଼ି:
[[ଜଳ]] ଜମି ଗଲେ ବରଫରେ ରୂପାନ୍ତରିତ ହୁଏ ଓ ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ ।
==ଚିକିତ୍ସାରେ ବରଫର ବ୍ୟବହାର==
* ତ୍ୱଚାରେ ଗରମ ଧାସ ପଡ଼ିଥିଲେ: ଗରମ ଧାସ ଦେଉ କି ନିଆଁରେ ତ୍ୱଚା ପୋଡ଼ିଗଲେ, ତୁରନ୍ତ ଉକ୍ତ ସ୍ଥାନରେ ବରଫ ଖଣ୍ଡେ ଘସିବା ଦ୍ୱାରାଘସିବାଦ୍ୱାରା ଜଳାପୋଡ଼ା ଶିଘ୍ର କମିଯାଇଥାଏ । ଏହାପରେ ଶରୀରରେ ଫୋଟକା ମଧ୍ୟ ହୋଇନଥାଏ ।
* ନାକରୁ ରକ୍ତ ପଡ଼ୁଥିଲେ: ନାକରୁ ରକ୍ତ ପଡ଼ୁଥିଲେ, ଖଣ୍ଡେ ବରଫକୁ ଏକ କପଡ଼ାରେ ଗୁଡାଇ ନାକ ଉପରେ ରଖିବା ଦ୍ୱାରାରଖିବାଦ୍ୱାରା କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଯିବ ।
* ଆଘାତ ଲାଗିଥିଲେ: ଶରୀରର କୌଣସି ସ୍ଥାନରେ ଆଘାତ ହେଲେ, ସଙ୍ଗେ ସଙ୍ଗେ ଖଣ୍ଡେ ବରଫ ଆଣି ଉକ୍ତ ସ୍ଥାନରେ ଘସିବା ଦ୍ୱାରାଘସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ନଥାଏ । ଦରଜ ମଧ୍ୟ ହୁଏନାହିଁ ।
* ରକ୍ତ କ୍ଷରଣ ବନ୍ଦ ହେଉ ନ ଥିଲେ: ଶରୀରର କୌଣସି ସ୍ଥାନରେ କ୍ଷତ ହୋଇ ରକ୍ତ ବୋହିବା ବନ୍ଦ ହେଉ ନଥିଲେ, ଖଣ୍ଡେ ବରଫ ଆଣି ଖଣ୍ଡେ କପଡ଼ାରେ ଗୁଡ଼ାଇ କ୍ଷତସ୍ଥାନରେ ବାନ୍ଧି ଦେଲେ ରକ୍ତ ବୋହିବା ବନ୍ଦ ହୋଇଯିବ ।
*ମକଚି ହୋଇଗଲେ: ଶରୀରରେ କୌଣସି ସ୍ଥାନ ମକଚି ହୋଇଗଲେ, ଉକ୍ତସ୍ଥାନରେ ତୁରନ୍ତ ବରଫ ଖଣ୍ଡ ଘଷିବା ଦ୍ୱାରାଘଷିବାଦ୍ୱାରା ଦରଜ ହେବ ନାହିଁ ।
* ଗଳା ବସିପଡ଼ିଲେ: ଗଳା ବସିଥିଲେ, ବରଫ ଖଣ୍ଡ ଗଳା ଉପରେ ଧୀରେ ଘଷିବା ଦ୍ୱାରାଘଷିବାଦ୍ୱାରା ଗଳା ଖୋଲିଯିବ ।
* ବାତ ରୋଗ: ବାତ ଯୋଗୁଁ ଗଣ୍ଠି ଦରଜ ହୁଏ । ଉକ୍ତସ୍ଥାନରେ ବରଫ ଖଣ୍ଡ ଦୁଇ ମିନିଟ୍ ପର୍ଯ୍ୟନ୍ତ ରଖିବା । ପୁଣି ସେହିସ୍ଥାନରେ ନୂଆ ବରଫ ଖଣ୍ଡ ରଖିବା । ଏହି ପ୍ରକ୍ରିୟା ୮ରୁ୧୦ ଥର କରିବା ଦ୍ୱାରାକରିବାଦ୍ୱାରା ଦରଜ ଦୂର ହୋଇଯାଏ ।<ref>ପ୍ରମେୟ, ପୃଷ୍ଠା-15, ବୁଧବାର, ୫ଜୁନ୍ ୨୦୧୩</ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ବରଫ"ରୁ ଅଣାଯାଇଅଛି