"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୮ କ ଧାଡ଼ି:
}}
 
'''<big>ବନ୍ଦେ ମାତରମ</big>''' ଏକ ରାଷ୍ଟ୍ର ଭକ୍ତି କବିତା ଯାହା [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ]]ଙ୍କ ଦ୍ଵାରାଙ୍କଦ୍ଵାରା ୧୮୮୨ ମସିହାରେ [[ଆନନ୍ଦ ମଠ]] ଉପନ୍ୟାସରେ ଲେଖାଯାଇଥିଲା । <ref name=Lipner>{{cite book|last=Julius|first=Lipner|title=Anandamath|year=2005|publisher=OUP|location=Oxford, UK|isbn=9780195178586|pages=27-59}}</ref> ଏହା [[ସଂସ୍କୃତ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । <ref name="mustard">Suresh Chandvankar, [http://www.mustrad.org.uk/articles/mataram.htm Vande Mataram] (2003) at ''Musical Traditions'' (mustrad.org.uk)</ref> ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବୀନ୍ଦ୍ରନାଥ ଠାକୁର]] ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
== ଇତିହାସ ଓ ଉପଯୋଗୀତା ==