"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪ କ ଧାଡ଼ି:
[[File:Amino acids.png|thumb|220px|Amino acids are necessary nutrients. Present in every cell, they are also precursors to nucleic acids, co-enzymes, hormones, immune response, repair and other molecules essential for life.]]
'''ପୁଷ୍ଟିସାର''' (ବିଭିନ୍ନ ପ୍ରକାରର) ମାନବ ନିମନ୍ତେ ଅତ୍ୟାବଶ୍ୟକ ପୋଷକ ରୁପେ ପରିଚିତ । ସେ ସମସ୍ତଙ୍କୁ ବ୍ୟବହାର କରି ଶରୀର ଗଠନ କରାଯାଇଛି । ଶ୍ଵେତସାର ଭଳି ଏହା ୪ [[କି.କ୍ୟାଲ]]/ଗ୍ରାମ ଶକ୍ତି ମଧ୍ୟ ପ୍ରଦାନ କରେ, କିନ୍ତୁ ସ୍ନେହସାର ୯ କି.କ୍ୟାଲ/ଗ୍ରାମ ଶକ୍ତି ଦିଏ ।<br />
ପୁଷ୍ଟିସାର ବା ପ୍ରୋଟିନ ଅନେକ ଗୁଡ଼ିଏ ପଲିମର ଚେନ‌ଦ୍ୱାରା ଗଠିତ ଯାହା ପେପ୍ଟାଇଡ ବଣ୍ଡ ଦ୍ୱାରାବଣ୍ଡଦ୍ୱାରା ସଂଯୁକ୍ତ ହୋଇଥାଏ । ମାନବ [[ହଜମ କ୍ରିୟା]] ସମୟରେ ଏହି ପୁଷ୍ଟିସାର, [[ହାଇଡ୍ରୋକ୍ଲୋରିକ ଏସିଡ]] ଓ [[ପ୍ରୋଟିଏଜ୍]] ଏନ୍‌ଜାଇମ୍ ଦ୍ଵାରାଏନ୍‌ଜାଇମ୍ଦ୍ଵାରା ବିଭାଜିତ ହୋଇ ଛୋଟ ଛୋଟ [[ପଲିପେପ୍ଟାଇଡ ଚେନ]]ରେ ପରିଣତ ହୁଏ । ଏହା ଶରୀରରେ [[ଅତ୍ୟାବଶ୍ୟକ ଆମିନୋଏସିଡ]]ରେ ପରିଣତ ହୁଏ ଯାହା ଶରୀର ତିଆରି କରି ପାରେ ନାହିଁ <ref name=genton>{{Cite journal | last = Genton | first = Laurence | last2 = Melzer | first2 = Katarina | last3 = Pichard | first3 = Claude | title = Energy and macronutrient requirements for physical fitness in exercising subjects | journal = Clinical Nutrition | volume = 29 | issue = 4| pages = 413–423 | year = 2010 | pmid = 20189694 | doi = 10.1016/j.clnu.2010.02.002}}</ref> ।<br />
ଆମିନୋଏସିଡ ଗୁଡ଼ିକ ୩ ଭାଗରେ ବିଭକ୍ତ କରାଯାଏ: ଅତ୍ୟାବଶ୍ୟକ ଆମିନୋଏସିଡ, ଅଣଅତ୍ୟାବଶ୍ୟକ ଆମିନୋଏସିଡ ଓ କଣ୍ଡିସନାଲ ଆମିନୋଏସିଡ । ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ । ଅଣଅତ୍ୟାବଶ୍ୟକ ଆମିନୋଏସିଡ ଶରୀରରେ ଆମିନୋଏସିଡରୁ ତିଆରି ହୁଏ ବା ପ୍ରୋଟିନ ବିଭାଜନରୁ ତିଆରି ହୁଏ । ରୋଗ ବା ଚାପ ସମୟ ବ୍ୟତୀତ ଅନ୍ୟ ସମୟରେ କଣ୍ଡିସନାଲ ଅମିନୋଏସିଡ ଆବଶ୍ୟକ ହୁଏ ନାହିଁ । <br />
ଅତ୍ୟାବଶ୍ୟକ ଆମିନୋଏସିଡ ‌- [[ଲିଉସିନ]], [[ଆଇସୋଲିଉସିନ]], [[ଭାଲିନ]], [[ଲାଇସିନ]], [[ଥ୍ରିଓନିନ]] (Threonine),[[ଟ୍ରିପ୍ଟୋଫେନ୍]], [[ମେଥିଓନିନ୍]], [[ଫିନାଇଲଆଲାନିନ୍]] ଓ [[ହିସ୍ଟିଡିନ୍]] । ଅଣଅତ୍ୟାବଶ୍ୟକ ଆମିନୋଏସିଡ - [[ଆଲାନିନ୍]], [[ଆସ୍ପାରାଜିନ୍]], [[ଆସ୍ପାର୍ଟିକ୍ ଏସିଡ୍]] ଓ [[ଗ୍ଲୁଟାମିକ୍ ଏସିଡ୍]] । କଣ୍ଡିସନାଲ ଅମିନୋଏସିଡ - [[ଆର୍ଜିନିନ୍]], [[ସିସ୍ଟିନ୍]], [[ଗ୍ଲୁଟାମିନ୍]], [[ଗ୍ଲାଇସିନ୍]], [[ପ୍ରୋଲିନ୍]], [[ସେରିନ୍]] ଓ [[ଟାଇରୋସିନ୍]]<ref name=nih1>{{cite web|title=Protein in diet|publisher=United States National Library of Medicine, National Institutes of Health|year=2009|url=http://www.nlm.nih.gov/medlineplus/ency/article/002467.htm}}</ref> ।<br />