"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ , - କୁ +କୁ )
ଟିକେ Regular Character Changes
୪୯ କ ଧାଡ଼ି:
 
== ପାଳନ ବିଧି ==
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରାଜ୍ୟୋତିଷମାନଙ୍କଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । <!--ଏହି ପର୍ବ ଯେତେବେଳେ ପାଳନ ହୁଏ ଧାନ ପ୍ରାୟ ଜମିରେ ହୋଇ ନଥାଏ । କିନ୍ତୁ ଅନେକ ସ୍ଥାନରେ ସରିଆ ଧାନ ବା ମାଲଧାନ ହେବା ଦେଖାଯାଏ । ଦେବୀଙ୍କୁ ସେହି ସରିଆଧାନ କୁଟି ନୈବେଦ୍ୟ ଭାବେ ଅର୍ପଣ କରାଯାଏ ।-->
ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ [[ଗ୍ରାମଦେବତୀ]]ଙ୍କ ପୀଠ ବା [[ଭାଗବତ ଟୁଙ୍ଗୀ]]ରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।<ref>{{cite web |url= http://orissadiary.com/orissa_profile/ori_festival/sep/Nuakhai.asp |title=Nuakhai |work=orissadiary.com |year=2012 |quote=After finishing the food they take the blessing of the Istha-Devi and from other elders of the family. |accessdate=25 September 2012}}</ref>
ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି