"ଦ୍ରାଘିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩ କ ଧାଡ଼ି:
ଭୂପୃଷ୍ଠର ପ୍ରତ୍ୟେକ ସ୍ଥାନର ଗୋଟିଏ ଦ୍ରାଘିମା ଥିବାର କଳ୍ପିତ ହୋଇଅଛି । ଇଂଲଣ୍ଡର ଗ୍ରୀନୱିଚକୁ ମୁଳ ବା ପ୍ରଥମ ଦ୍ରାଘିମାରୂପେ ଗଣନା କରାଯାଏ । ଏକ ଯାମ୍ୟୋତ୍ତର ବୃତ୍ତ (meridian)ରେ ଅବସ୍ଥିତ ସମସ୍ତ ସ୍ଥାନର ଦ୍ରାଘିମା (longitude) ଏକ ଅଟେ । ଦ୍ରାଘିମା ପୁର୍ବ ଦିଗରେ ବା ପଶ୍ଚିମଦିଗରେ ଶୂନ୍ୟ ଡିଗ୍ରୀଠାରୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ।
 
[[ଅକ୍ଷାଂଶ]](latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି । ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର । ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟି ଦ୍ଵାରାଅନ୍ୟଟିଦ୍ଵାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ।
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ଦ୍ରାଘିମା"ରୁ ଅଣାଯାଇଅଛି