"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Regular Character Changes
୨୪ କ ଧାଡ଼ି:
{{main|ଦି ଇକୋନୋମିକ୍ ଟାଇମସ୍}}
==ବର୍ଣ୍ଣନା==
[[ଇକୋନୋମିକ୍ ଟାଇମସ୍]] [[ଇଂରାଜୀ]] ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ ଦ୍ଵାରାଲିମିଟେଡ଼୍ଦ୍ଵାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା [[ବିଶ୍ଵ]]ରେ ଇଂରାଜୀ ଭାଷାର ସର୍ବବୃହତ ପଠନକାରୀ ବ୍ୟବସାୟିକ [[ଖବରକାଗଜ]] ଏବଂ ଏହି ବିଭାଗରେ ପ୍ରଥମ ସ୍ଥାନରେ ରହିଛି [[ଦି ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍]]<ref>The New Yorker, 8 Oct 2012, 'Citizens Jain' - Ken Auletta Timesp.52</ref>।ଇଟି ଏକସମୟରେ ୧୨ଟି ସହର ଯଥା [[ମୁମ୍ବାଇ]], [[ବେଙ୍ଗାଲୁରୁ]], [[ଦିଲ୍ଲୀ]], [[ଚେନ୍ନାଇ]], [[କୋଲକାତା]], [[ଲକ୍ଷ୍ନୌ]], [[ହାଇଦ୍ରାବାଦ]], [[ଜୟପୁର]], [[ଅହମଦାବାଦ]], [[ନାଗପୁର]], [[ଚଣ୍ଡିଗଡ଼]] ଓ [[ପୁନେ]]ରୁ ପ୍ରକାଶ ପାଏ ।
ଇଟିର ମୁଖ୍ୟ କାର୍ଯ୍ୟାଳୟ [[ମୁମ୍ବାଇ]]ରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କାର୍ଯ୍ୟାଳୟରେ ଅବସ୍ଥିତ । ଏହାର ମୁଖ୍ୟ ଖବର [[ଭାରତୀୟ]] ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବେସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ । ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ '[[ଇଟି ନାଓ]]'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ ।
ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ ୨୦୦୯ ଠାରୁ ଏହା [[ଦୂରଦର୍ଶନ]]ରେ 'ଇଟି ନାଓ' <ref>{{cite web |url=http://www.indiantelevision.com/headlines/y2k9/jan/jan142.php |title=News Room Headlines - Times Group's biz channel is ET Now |publisher=Indiantelevision.com |date=19 January 2009 |accessdate=16 July 2010}}</ref><ref>{{cite web |author=Sruthijith KK @sruthijith |url=http://contentsutra.com/article/419-a-new-channel-is-born-et-now-goes-on-air-with-the-economic-times-advant/ |title=A New Channel Is Born: ET Now Goes On Air With ‘The Economic Times Advantage’ |publisher=contentSutra |date=17 June 2009 |accessdate=16 July 2010}}</ref>ନାମକ ଏକ ଚ୍ୟାନେଲ ନାମରେ ପ୍ରସାରଣ କରାଯାଉଛି ।