"ତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୪୭ କ ଧାଡ଼ି:
ଶୈବ ସିଦ୍ଧାନ୍ତ ଅନ୍ତର୍ଗତ ୨୮ ଆଗମ ତଥା ୧୫୦ ଉପାଗମ ରହିଥିବାର କୁହା ଯାଇଛି।
 
ଶୈବ ସିଦ୍ଧାନ୍ତ ଅନୁସାରେ ସୈଦ୍ଧାନ୍ତିକ ରୂପରେ ଶିବ ହିଁ କେବଳ ଚେତନ ତତ୍ତ୍ୱ ଅଟନ୍ତି, ତଥା ପ୍ରକୃତି ଜଡ଼ ତତ୍ତ୍ୱ ଅଟେ। ଶିବଙ୍କ ମୂଳାଧାର ଶକ୍ତି ଅଟେ। ଶକ୍ତି ଦ୍ୱାରାଶକ୍ତିଦ୍ୱାରା ହିଁ ବନ୍ଧନ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ।
 
==== କାଶ୍ମୀରୀ ଶୈବଦର୍ଶନ ====
ଏହାର ପ୍ରମୁଖ ଗ୍ରନ୍ଥ ଶିବସୂତ୍ର ଅଟେ। ଏଥିରେ ଶିବଙ୍କ ପ୍ରତ୍ୟଭିଜ୍ଞା ଦ୍ୱାରାପ୍ରତ୍ୟଭିଜ୍ଞାଦ୍ୱାରା ହିଁ ଜ୍ଞାନ ପ୍ରାପ୍ତି ହୁଏ ବୋଲି କୁହା ଯାଇଛି।
ଜଗତ ଶିବଙ୍କର ଅଭିବ୍ୟକ୍ତି ତଥା ଶିବଙ୍କ ଶକ୍ତିରୁ ଉତ୍ପନ୍ନ ବା ସଂଭବ ହୋଇଛି।
ଏହି ଦର୍ଶନକୁ ‘ତ୍ରିକ’ ଦର୍ଶନ ବୋଲି ମଧ୍ୟ କୁହାଯାଇଛି କାରଣ ଏହା – ଶିବ, ଶକ୍ତି ତଥା ଜୀବ (ପଶୁ) ତିନିଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିଥାଏ।
୬୮ କ ଧାଡ଼ି:
 
== ଆସାମରେ ତନ୍ତ୍ର ==
ପୁରାତନ କାଳରେ [[ଆସାମ]]ର ପ୍ରସିଦ୍ଧ ଶକ୍ତିପୀଠ [[କାମାକ୍ଷା]] ତନ୍ତ୍ରବାଦର କେନ୍ଦ୍ରବିନ୍ଦୁ ଥିଲା। ଏଠାକୁ ବୌଦ୍ଧ ସନ୍ନ୍ୟାସୀମାନେ ତନ୍ତ୍ର ସାଧନା ଲାଗି ଆସୁଥିଲେ। ପରବର୍ତ୍ତୀ କାଳରେ ଏହି ତନ୍ତ୍ର ସାଧକମାନେ ଆସାମର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ ଓ ମୁଖ୍ୟତଃ ହାଜୋ ଏବଂ ମୟଙ୍ଗରେ ଅଧିକ ସଂଖ୍ୟାରେ ବସବାସ କରିଥିଲେ। ଅଷ୍ଟମରୁ ନବମ ଶତାଦ୍ଦୀ କାଳରେ ଆସାମର ମୟଙ୍ଗ ତନ୍ତ୍ରବାଦ ପାଇଁ ପରିଚିତ ଥିଲା। ଏହାପରେ ଏହି ତନ୍ତ୍ରବାଦବୌଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ୱାରାସନ୍ନ୍ୟାସୀମାନଙ୍କଦ୍ୱାରା ଦ୍ୱାଦଶ ଶତାଦ୍ଦୀ ବେଳେ ବହୁ ଭାବରେ ଅଗ୍ରଗତି ଲାଭ କରିଥିଲା। ଫଳରେ ହିନ୍ଦୁ ଓ ବୌଦ୍ଧ ଧର୍ମଧାରାର ‘ଗୁପ୍ତ ବିଦ୍ୟା’ ସମ୍ମିଶ୍ରଣରେ ମୟଙ୍ଗର ତନ୍ତ୍ର ବେଶ ଖ୍ୟାତି ଅର୍ଜ୍ଜନ କରିଥିଲା। <ref name="ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ "/>
 
== ବାହ୍ୟ ଆଧାର ==
"https://or.wikipedia.org/wiki/ତନ୍ତ୍ର"ରୁ ଅଣାଯାଇଅଛି