"ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଯନ୍ତ୍ର using HotCat
ଟିକେ Regular Character Changes
୧ କ ଧାଡ଼ି:
ଏକ '''ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର''' ('''DOI''') ଏକ ପ୍ରକାରର [[Persistent identifier|ପର୍ସିସେଣ୍ଟ ଆଇଡେଣ୍ଟିଫାୟର]] । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନ ଦ୍ୱାରାଫାଉଣ୍ଡେସନଦ୍ୱାରା ପରିଚାଳିତ ।<ref><cite class="citation" id="CITEREFPaskin2010">Paskin, Norman (2010), "Digital Object Identifier (DOI®) System", ''Encyclopedia of Library and Information Sciences'' (3rd ed.</cite></ref>
 
DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" ।<ref name="iso"><cite class="citation web">[https://www.iso.org/obp/ui/#iso:std:iso:26324:ed-1:v1:en "ISO 26324:2012(en), Information and documentation — Digital object identifier system"]. </cite></ref> ଏଣୁ ''DOI'' "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।