"ଡକ୍ଟର ରାମଚନ୍ଦ୍ର ସାମନ୍ତରାୟ ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧ କ ଧାଡ଼ି:
ଏହି ବିଜ୍ଞାନ ମହାବିଦ୍ୟାଳୟଟି ଡକ୍ଟର ରାମଚନ୍ଦ୍ର ସାମନ୍ତରାୟଙ୍କ ଦ୍ୱାରାସାମନ୍ତରାୟଙ୍କଦ୍ୱାରା ୧୯୯୧ ମସିହାରେ [[ନୟାଗଡ଼ ଜିଲ୍ଲା]]ର [[ଗଣିଆ]] ନିକଟବର୍ତ୍ତୀ [[ଇନ୍ଦିପଟା]]ଠାରେ ସ୍ଥାପିତ ହୋଇଥିଲା ।
 
ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷନୁଷ୍ଠାନ ଭାବେ ପରିଗଣିତ ହୁଏ । ଭୂଗୋଳ ସ୍ନାତକ ବିଷୟ ପଢ଼ିବା ପାଇଁ ଏଠିକୁ ସାରା ରାଜ୍ୟରୁ ଛାତ୍ରଛାତ୍ରୀ ଛୁଟି ଆସନ୍ତି । ଏହି ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପାଇଁ ୩୦୮ଟି ସ୍ଥାନ (ଉଭୟ ପାସ ଓ ଅନର୍ସ) ଅଛି । ଯୁକ୍ତ ୨ ବିଜ୍ଞାନ ପାଇଁ ଶ୍ରେଣୀ ପିଛା ୧୨୮ଟି ସ୍ଥାନ ଅଛି । ଭୂଗୋଳ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଅତିରିକ୍ତ ପାଠ୍ୟକ୍ରମ ଏଠାରେ ଅଛି ।