"ଝାରସୁଗୁଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୧୩୬ କ ଧାଡ଼ି:
 
== ଗମନାଗମନ ==
ଗମନା ଗମନ ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶାରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥ ଦ୍ଵାରାରେଳପଥଦ୍ଵାରା ସଂଯୁକ୍ତ ହେଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥର ବିସ୍ତାର ମଧ୍ୟ ଜିଲ୍ଲାରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତାରୁ ମୁମ୍ବାଇକୁ ରାଜପଥ ସହ ସମ୍ବଲପୁର ରାଉରକେଲାକୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡାରୁ ଛତିଶଗଦର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହେଇଛି ।
== ଶିଳ୍ପ ==
ଝାରସୁଗୁଡା ଜିଲ୍ଲାରେ ଶିଳ୍ପର ବହୁଳ ଉନ୍ନତି ହେଇ ଏହା ଭାରତର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲାରେ ବ୍ରଜରାଜନଗର ଅଞ୍ଚଳରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାରର ଜଳ ଓ ରେଳ ଓ ସଡକ ପଥ ଥିବା କାରଣରୁ ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।