"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
ଟିକେ Regular Character Changes
୩୭ କ ଧାଡ଼ି:
 
== ଦେହରେ ଜ୍ଵର ଅଛି ବୋଲି ଜାଣିବେ କେମିତି ? ==
ଦେହର ତାପମାତ୍ରା ବଢ଼ିଗଲେ ଜ୍ଵର ହୋଇଛି ବୋଲି ଜଣାପଡେ଼ । ସାଧାରଣତଃ ହାତ ପାପୁଲିର ପଛପଟ ଦ୍ଵାରାପଛପଟଦ୍ଵାରା କପାଳ, ବେକ, ଗାଲ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ । ଏହି ଯନ୍ତ୍ରର ନା ହେଉଛି "ଜ୍ଵର ତାପମାନ ଯନ୍ତ୍ର" ବା "କ୍ଲିନିକାଲ ଥର୍ମୋମିଟର"। ଜ୍ଵର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଶିଷ୍ଟ ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା "ଫାରେନହିଟ" ମାନକ ଓ ଅନ୍ୟଟି ହେଲା "ସେଣ୍ଟିଗ୍ରେଡ଼" ବା "ସେଲସିୟସ" ମାନକ। ତେବେ ଜ୍ଵର ମାପିବା ପାଇଁ ଫାରେନହିଟ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜିଭତଳେ, କାଖ ଖୋଲରେ, ଜଙ୍ଘ ସନ୍ଧିରେ ଅଥବା ମଳଦ୍ଵାର ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ ।
 
== ଜ୍ଵରର ପ୍ରକାର ଭେଦ ==
୭୪ କ ଧାଡ଼ି:
* ଦରକାରପଡ଼ିଲେ ରୋଗୀକୁ ପାଣିରେ ସଂପୂର୍ଣ୍ଣ ବୁଡ଼ାଇ ଗାଧୋଇ ଦିଅନ୍ତୁ । ଅନେକଙ୍କ ଧାରଣା, ଜ୍ଵର ହୋଇଥିବା ବ୍ୟକ୍ତିକୁ ଗାଧୋଇ ଦେଳେ ସନ୍ନିପାତ ହୋଇଯାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଏହାଦ୍ଵାରା ଦେହର ତାପମାତ୍ରା କମିଯାଇ ଉପକାର ମିଳିଥାଏ ।
* କୌଣସି ପରିସ୍ଥିତିରେ ଜ୍ଵର କମାଇବା ପାଇଁ ବରଫ କିମ୍ବା ବରଫ ମିଶା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ବିପରୀତ କ୍ରିୟା କରିଥାଏ, ବରଫ କିମ୍ବା ବରଫ ମିଶା ପାଣି ଦେହରେ ବାଜି ରୋଗୀକୁ ଶୀତଲାଗେ ଓ ତା'ର ଦେହହାତ ଥରେ । ଏହି ଥରିବା ଯୋଗୁଁ ତା'ର ଦେହର ତାପମାତ୍ରା ଆହୁରି ବଢ଼ିଯାଇପାରେ ।
* ରୋଗୀକୁ ଟିକେ ଘଷା ଆଉଁସା କରନ୍ତୁ । ଦେହପୀଡ଼ା ହେଉଥିଲେ ଏହା ଦ୍ଵାରାଏହାଦ୍ଵାରା ଆରାମ ମିଳିଥାଏ ।
* ରୋଗୀର ଲୁଗାପଟା, ବିଛଣାଚଦର ଆଦିକୁ ସଫ। ସୁତୁରା ରଖନ୍ତୁ । ରୋଗୀ ଶୋଉଥିବା ଘରକୁ ମଧ୍ୟ ସଫ। ସୁତୁରା ରଖି ଫିନାଇଲ ମିଶା ପାଣିରେ ପୋଛା ପୋଛି କରନ୍ତୁ।
 
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି