"ଜାପାନୀ ୟେନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Regular Character Changes
୨୮ କ ଧାଡ଼ି:
 
==ବ୍ୟୁତ୍ପତ୍ତି==
ୟେନ୍ ବା ଏନ୍ (Shinjitai: 円, Kyūjitai: 圓)ର ଆକ୍ଷରିକ ଅର୍ଥ ଗୋଲ (ଚୀନର ମୁଦ୍ରା ୟୁଆନ ଓ କୋରିଆର ମୁଦ୍ରା ୱୋନର ଅର୍ଥ ମଧ୍ୟ ଏକା) । ପ୍ରଥମତଃ ଚୀନା ମାନେ ବ୍ୟାପାର ଲାଗି ରୂପା ବ୍ୟବହାର କରୁଥିଲେ । ଏହା ରୂପା ମୁଣ୍ଡା ଆକାରରେ ରହୁଥିଲା । ପରେ ସ୍ପେନୀୟ ଓ ମେକ୍ସିକୀୟ ମାନେ ପ୍ରଥମ କରି ନିଜ ଗୋଲାକୃତି ମୁଦ୍ରା ଚୀନରେ ପ୍ରଚଳିତ କରାଇଲେ । ଏହାକୁ 銀圓 (ରୂପା ଗୋଲକ) କୁହାଗଲା । <ref>Mikami Ryuzo, an article about the yen in ''[[Heibonsha World Encyclopedia]]'', Kato Shuichi(ed.), Vol. 3, Tokyo: Heibonsha, 2007.</ref> ଚୀନରୁ ଏହି ଶବ୍ଦ ଜାପାନରେ ପ୍ରଚଳିତ ହେଲା (ଯେହେତୁ ଜାପାନୀ ଭାଷା ବହୁମାତ୍ରାରେ ଚୀନା ଭାଷା ଦ୍ୱାରାଭାଷାଦ୍ୱାରା ପ୍ରଭାବିତ), ପରେ ଚୀନା ମାନେ 圓କୁ 元 ଦ୍ୱାରା ବଦଳାଇ ଦେଲେ । ଉଭୟର ଉଚ୍ଚାରଣ ଚୀନା ମାଣ୍ଡାରିନ ଭାଷାରେ ସମାନ କିନ୍ତୁ ଜାପାନୀ ଭାଷାରେ ନୁହଁ । ଜାପାନୀ ମାନେ ସେହି ପୂର୍ବ ପ୍ରଚଳିତ ଶବ୍ଦଟିକୁ ବଜାୟ ରଖିଲେ । ୨ୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରଳୀକୃତ କରି 円 କରାଯାଇଛି ।
 
[[ଶ୍ରେଣୀ:ମୁଦ୍ରା]]