"ଜର୍ଜ ଓମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୨୧ କ ଧାଡ଼ି:
}}
 
'''ଜର୍ଜ ସାଇମନ ଓମ‌''' ({{IPA-de|oːm|lang}}; ୧୬ ମାର୍ଚ୍ଚ ୧୭୮୯ - ୬ ଜୁଲାଇ ୧୮୫୪) ଜଣେ [[ଜର୍ମାନୀ|ଜର୍ମାନ]] [[ପଦାର୍ଥ ବିଜ୍ଞାନୀ]] ଓ [[ଗାଣିତିକ]] ଥିଲେ । ସେ "[[ଓମ‌ଙ୍କ ନିୟମ]]" ପାଇଁ ଜଣାଶୁଣା । ଜଣେ ସ୍କୁଲ ଶିକ୍ଷକ ଭାବେ ଓମ [[ଆଲେସାଣ୍ଡ୍ରୋ ଭୋଲଟା]]ଙ୍କ ଦ୍ୱାରାଙ୍କଦ୍ୱାରା ଉଦ୍ଭାବିତ [[ଇଲେକ୍ଟ୍ରୋକେମିକାଲ ସେଲ]] ଉପରେ ଗବେଷଣା ଆରମ୍ଭ କରିଥିଲେ । ନିଜ ତିଆରି ଯନ୍ତ୍ରପାତି ବ୍ୟବହାର କରି ଓମ ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ବୋଲି ଆବିଷ୍କାର କରିଥିଲେ । ଏହା [[ଓମ'ଙ୍କ ନିୟମ]] ଭାବେ ଜଣାଶୁଣା ।
 
==ଜୀବନୀ==
"https://or.wikipedia.org/wiki/ଜର୍ଜ_ଓମ"ରୁ ଅଣାଯାଇଅଛି