"ଜଗନମୋହ‌ନ ଲାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ମୃତ୍ୟୁ ତାରିଖ: +ଆଧାର
ଟିକେ Regular Character Changes
୫୭ କ ଧାଡ଼ି:
* ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)
* ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ଵେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚନା)
* ବାବାଜୀ (ନାଟକ-୧୮୭୭)- ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ । (ଏହି ନାଟକର ଇଂରାଜୀ ରୂପାନ୍ତର 'The holy man, a play' [[ଗଣେଶ୍ୱର ମିଶ୍ର]]ଙ୍କ ଦ୍ୱାରାଙ୍କଦ୍ୱାରା ରଚିତ ହୋଇଥିଲା ।)
* ସତୀ (ନାଟକ, ୧୮୮୬) - ବିଧବା ବିବାହ ସପକ୍ଷରେ ଲିଖିତ ।
* ବୃଦ୍ଧ ବିବାହ (ନାଟକ) - ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ ।