"ଘର୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୬ କ ଧାଡ଼ି:
*'''ଚର୍ମ ଘର୍ଷଣ''' [[ଘୋଷଡା ବଳ (ପଦାର୍ଥ ବିଜ୍ଞାନ)|ଘୋଷଡା ବଳ]]ର ଏକ ଅଂଶ, ଯାହା ଶରୀରରେ ପ୍ରବାହିତ ତରଳ ପଦାର୍ଥ ମଧ୍ୟରେ ସୃଷ୍ଟି ହୋଇଥାଏ ।
*'''ଅନ୍ତଃ ଘର୍ଷଣ''', କଠିନ ପଦାର୍ଥ ଅନ୍ୟ ଏକ [[ରୂପ ପରିବର୍ତ୍ତନ (ଚିରସମ୍ମତ ବଳ ବିଜ୍ଞାନ)|ରୂପକୁ ପରିବର୍ତ୍ତିତ]] ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।<ref name="Meriam"/>
ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, [[ଗତିଜ ଶକ୍ତି]]କୁ [[ତାପଜ ଶକ୍ତି]]ରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା [[କାର୍ଯ୍ୟ (ପଦାର୍ଥ ବିଜ୍ଞାନ)|କାର୍ଯ୍ୟ]]କୁ [[ତାପ]]ରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବା ଦ୍ୱାରାଘଷିବାଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ । ଯେତେବେଳେ ଘର୍ଷଣ ସହ ଗତି ହୁଏ, ସେତେବେଳେ ଗତିଜ ଶକ୍ତ, ତାଜ ଶକ୍ତିକୁ ରୂପାନ୍ତରିତ ହୁଏ । ଉଦାହରଣ ସ୍ୱରୂପ ଏକ [[ବହଳିଆ ପ୍ରବାହ|ବହଳିଆ]] ତରଳ ପଦାର୍ଥକୁ ଘାଣ୍ଟିବା । ବିଭିନ୍ନ ପ୍ରକାରର ଘର୍ଷଣର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଫଳାଫଳ ହେଉଛି ଘଷିହେବା, ଯାହାଫଳରେ ପ୍ରଦର୍ଶନ ନିମ୍ଙଗାମୀ ହୁଏ ବା ଉପାଦାନର କ୍ଷୟ ଘଟେ । ଘର୍ଷଣ [[ଗତି]] ବିଜ୍ଞାନର ଏକ ଅଂଶ ଅଟେ ।
ଘର୍ଷଣ ନିଜେ ଏକ [[ମୌଳିକ ବଳ]] ନୁହେଁ । ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ । ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, [[ପ୍ରଥମ ମୂଳତତ୍ତ୍ୱ]]ର ଅସାଧ୍ୟତା ଓ [[ପ୍ରମାଣସିଦ୍ଧ ପଦ୍ଧତି]]ର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ ।
==ଇତିହାସ==
ସର୍ପୀ ଘର୍ଷଣର ସର୍ବୋତ୍କୃଷ୍ଟ ନିୟମ [[ଲିଓନାର୍ଡୋ ଦା ଭିନ୍ସି]]ଙ୍କ ଦ୍ୱାରାଙ୍କଦ୍ୱାରା ଆବିଷ୍କାର ହୋଇଥିଲା, ମାତ୍ର ଏହା ତାଙ୍କର ଖାତାରେ ଅପ୍ରକାଶିତ ଭାବେ ଥିଲା ।<ref name="Dowson" >{{cite book |last=Dowson |first=Duncan |title=History of Tribology, 2nd Edition |publisher=Professional Engineering Publishing |year=1997 |isbn=1-86058-070-X}}</ref><ref name="Armstrong" >{{cite book |last=Armstrong-Hélouvry |first=Brian |title=Control of machines with friction |publisher=Springer |year=1991 |location=USA |pages=10 |url=https://books.google.com/?id=0zk_zI3xACgC&pg=PA10 |isbn=0-7923-9133-0}}</ref><ref name="VanBeek">{{cite web |last=van Beek |first=Anton |title=History of Science Friction |publisher=tribology-abc.com |url=http://www.tribology-abc.com/abc/history.htm |accessdate=2011-03-24}}</ref> ଏହିସବୁ ସିଦ୍ଧାନ୍ତ ୧୬୯୯ ମସିହାରେ ପୁଣିଥରେ [[ଗୁଇଲମ ଆମୋଣ୍ଟୋନ୍‌ସ]]ଙ୍କ ଦ୍ୱାରାଙ୍କଦ୍ୱାରା ଆବିଷ୍କାର କରାଯାଇଥିଲା । ଆମୋଣ୍ଟୋନ୍‌ସ ଘର୍ଷଣର ସ୍ୱଭାବକୁ, ପୃଷ୍ଠତଳର ଅସମାନତା ଓ ପୃଷ୍ଠଗୁଡ଼ିକୁ ଏକାଠି ଚାପ ପକାଇ ଓଜନ ଉଠାଇବା ପାଇଁ ଆବଶ୍ୟକ ବଳ ସାହାଯ୍ଯରେ ଦର୍ଶାଇଥିଲେ । ଏହି ସିଦ୍ଧାନ୍ତ ପୁଣିଥରେ [[ବର୍ଣାଡ୍ ଫରେଷ୍ଟ ଦି ବେଲିଡ଼ର]]ଙ୍କ ଦ୍ୱାରାଙ୍କଦ୍ୱାରା ବ୍ୟାଖ୍ୟା କରାଯାଇଥିଲା । "[http://gallica.bnf.fr/ark:/12148/btv1b53032692q.r=Belidor%2C%20Bernard%20Forest%20de Richtige Grund-Sätze der Friction-Berechnung]" ("ଘର୍ଷଣ ଗଣନାର ସଠିକ ଆଧାର"), ୧୭୩୭, ( [[ଜର୍ମାନ ଭାଷା|ଜର୍ମାନ]])ରେ</ref> ଓ [[ଲିଓନାର୍ଡୋ ଇଉଲର]] (୧୭୫୦), ଯେ ଏକ ଆନତ ସମତଳରେ ବସ୍ତୁର [[ବିଶ୍ରାମ କୋଣ]]କୁ ବାହାର କରିଥିଲେ ଏବଂ ସ୍ଥିର ଓ ଗତିଜ ଘର୍ଷବ ମଧ୍ୟରେ ପ୍ରଥମେ ପାର୍ଥକ୍ୟ ଦେଖାଇଥିଲେ ।<ref>{{cite web
| title = Leonhard Euler
| work = Friction Module
୧୬ କ ଧାଡ଼ି:
| url = http://www.nano-world.org/frictionmodule/content/0200makroreibung/0400historisch/0300euler/?lang=en
| accessdate = 2011-03-25}}</ref>
[[ଜନ୍ ଥିଓଫିଲସ୍‌]]ଙ୍କ ଦ୍ୱାରାଙ୍କଦ୍ୱାରା ୧୭୨୫ରେ ଏକ ଭିନ୍ନ ମତବାଦ ଦିଆଗଲା, ଯେ ଏହା [[ସୀସା]] ଗୋଲକମାନଙ୍କ ମଧ୍ୟରେ (ଯାହାର କଟା ଯାଇଥିବା ଏକ ଛୋଟ [[ଗୋଲ ଅଂଶ|ଅଂଶ]]କୁ ପରସ୍ପର ନିକଟକୁ ଆଣିବା ଫଳରେ) ସୃଷ୍ଟ ଏକ ଶକ୍ତିଶାଳୀ ବଳ [http://chemwiki.ucdavis.edu/Core/Physical_Chemistry/Physical_Properties_of_Matter/Bulk_Properties/Cohesive_And_Adhesive_Forces ସଂଲଗ୍ନ ବଳ]
 
==ଆଧାର==
"https://or.wikipedia.org/wiki/ଘର୍ଷଣ"ରୁ ଅଣାଯାଇଅଛି