"ଗୌର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୨୭ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
[[ରେଭେନ୍ସା ମହାବିଦ୍ୟାଳୟ]]ରେ ପଢୁଥିବା ବେଳେ, ଗୌର ଘୋଷ ତତକାଳୀନ "ପ୍ରଜା ସୋସାଲିଷ୍ଟ ପାର୍ଟି" ଆନୁକୁଲ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ନାଟକରେ ଅଭିନୟ କରୁଥିଲେ । ଆଇ.ଏ ପଢିବା ବେଳୁ, "ରୂପ ଭାରତୀ" ନାମକ ଫିଲ୍ମ ନିର୍ମାଣ ସଂସ୍ଥାରେ ଯୋଗ ଦେଇଥିଲେ । ଏଥି ସହିତ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଧ୍ୟ ନାଟକ କରୁଥିଲେ । [[ମନୋରଞ୍ଜନ ଦାସ]]ଙ୍କ ନାଟକ "ଅଗଷ୍ଟ ୯"ରେ 'ଅମର' ଚରିତ୍ରରେ ଅଭିନୟ କରି, ଗୌର ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।<ref name="DasMahānti1998">{{cite book|author1=Manoranjan Das|author2=Aruṇa Kumāra Mahānti|author3=J. K. Nayak|title=August Na|url=http://books.google.com/books?id=IXyDZbF-xzUC&pg=PR6|date=1 January 1998|publisher=Sahitya Akademi|isbn=978-81-260-0484-3|pages=6–}}</ref> ବିଭିନ୍ନ ସମୟରେ ସେ "ଜନ ସଂସ୍କୃତି ସଂଘ", "ଓଡ଼ିଶା ଥିଏଟର" ଓ ମୂମ୍ବାଇର "ପୃଥ୍ଵୀ ଥିଏଟର" ଆନୁକୁଲ୍ୟରେ ନାଟକ କରୁଥିଲେ । ସେ ମୋଟ ୯ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୨ଟି କଥାଚିତ୍ରର ପ୍ରଯୋଜନା ଓ ଗୋଟିଏ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା [[ଶ୍ରୀ ଜଗନ୍ନାଥ]], ଗୌରଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର । ୧୯୫୫ର ଚଳଚ୍ଚିତ୍ର [[ଭାଇ ଭାଇ]] ଥିଲା ତାଙ୍କ ଦ୍ଵାରାତାଙ୍କଦ୍ଵାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ସେଥିରେ ସେ ଏକାଧିକ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଇଥିଲେ । "ଭାଇ ଭାଇ" ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ମନୋଜ ଦାସ]] ସଂଳାପ ଲେଖିଥିଲେ । [[ନିତାଇ ପାଲିତ]] ଚିତ୍ରନାଟ୍ୟ ରଚନା କରିଥିଲେ । [[ଭୁବନେଶ୍ଵର ମିଶ୍ର]] ଓ [[ବାଳକୃଷ୍ଣ ଦାସ]] ପ୍ରଥମ ଥର ପାଇଁ ମିଳିତ ଭାବରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ, କା, ସ୍ତ୍ରୀ ଓ ସଂସାର ସଫଳତା ଲାଭ କରିଥିଲା ଓ କଟକରେ ଲଗାତାର ୧୦୦ ଦିନ ଧରି ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ପ୍ରଯୋଜକ ଭାବରେ ଗୌର, ଦୂରଦର୍ଶନ ପାଇଁ ହିନ୍ଦୀ ଭାଷାରେ "ସୋପାନ", "ପ୍ରଶ୍ନ", "ଯଶୋଧାରା" ଭଳି ଟେଲିଫିଲ୍ମ ନିର୍ମାଣ କରିଥିଲେ । ଯଶୋଧାରାରେ, ସେ ନିଶାଦ୍ରବ୍ୟ ସେବନ, ସୋପାନରେ ଶ୍ରମିକ ସମସ୍ୟା ଓ ପ୍ରଶ୍ନରେ ନାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
"https://or.wikipedia.org/wiki/ଗୌର_ଘୋଷ"ରୁ ଅଣାଯାଇଅଛି