"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୪୩ କ ଧାଡ଼ି:
 
== ଇତିହାସ ==
୧୯୯୬ରେ [[ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟ]]ର ଦୁଇ ଛାତ୍ର [[ଲାରୀ ପେଜ୍‌]] ଓ [[ସର୍ଜି ବ୍ରିନ୍‌]]ଙ୍କ ଦ୍ୱାରାଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । [[କାଲିଫର୍ନିଆ]]ର [[ମେନ୍‌ଲୋ ପାର୍କ]]ରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ [[ଫେବ୍ରୁୟାରୀ]]ରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ '[[ଗୁଗଲ୍‌ପ୍ଲେକ୍ସ]]' ନାମକ ସ୍ଥାନକୁ ଏହା ଅଣାଗଲା ।
 
ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ [[ଲାରୀ ପେଜ୍‌]] ।
୬୦ କ ଧାଡ଼ି:
=== ଗୁଗଲ ସନ୍ଧାନ ===
[[File:Google web search.png|thumb|250px|Google Search homepage as of September 1, 2015]]
ଆଜି ସମୟରେ ଗୁଗୁଲର ସନ୍ଧାନୀ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି । ୨୦୦୯ ମସିହାରେ CamScore ଦ୍ୱାରାCamScoreଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଗୁଗୁଲର ଏହି ସନ୍ଧାନୀ ଇଂଜିନ ବିଶ୍ୱର ସର୍ବ ବୃହତ ସନ୍ଧାନୀ ଇଂଜିନ<ref name="comscore">{{Cite news|date=December 16, 2006| title=comScore Releases November 2009 U.S. Search Engine Rankings|url=http://www.comscore.com/Press_Events/Press_Releases/2009/12/comScore_Releases_November_2009_U.S._Search_Engine_Rankings|accessdate=July 5, 2010}}</ref> ।
 
ଗୁଗୁଲ ଆଜି କଲି ବହିପତ୍ର ବିକିବାରେ ମଧ୍ୟ ଅଗ୍ର ଧାଡିରେ ରହି ଅଛି । ଗୁଗୁଲ ବୁକ ନାମକ ଏକ ସେବା ଦ୍ୱାରାସେବାଦ୍ୱାରା ଗୁଗୁଲ ବହି ବ୍ୟବସାୟରେ [[ଆମାଜନ]] ଭଳି କମ୍ପାନୀ ମାନଙ୍କ ସହିତ ତଳ ଦେଇ, ନିଜ ବହି ବ୍ୟବସାୟରେ ଅଗ୍ରଗତି କରି ଚାଲିଛି<ref>{{Cite news |author=Rich, Motoko| title=Preparing to Sell E-Books, Google Takes on Amazon |url=http://www.nytimes.com/2009/06/01/technology/internet/01google.html|date=May 31, 2009|work=The New York Times |accessdate=December 18, 2009}}</ref> ।
 
ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଅଛି<ref>{{cite news|title=Google introduces the biggest algorithm change in three years|url=http://www.theguardian.com/technology/2013/sep/27/google-biggest-algorithm-change-hummingbird|accessdate=September 29, 2013|newspaper=Guardian|date=September 27, 2013|author=Samuel Gibbs}}</ref> ।
୭୬ କ ଧାଡ଼ି:
ସେହିପରି ଗୁଗୁଲ ୨୦୦୪ରେ ଗୁଗୁଲ କୋଡ଼ ନାମକ ଏକ ସେବା ଆରମ୍ଭ କର ଥିଲା ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇ ପାରୁଥିଲା<ref>{{cite web |url=http://googleblog.blogspot.com/2006/03/writely-so.html |title=Writely so |last=Mazzon |first=Jen |date=March 9, 2006 |publisher=Google, Inc. |accessdate=April 3, 2010}}</ref> । ପରବର୍ତ୍ତୀ କାଳରେ ଏହି ସେବାଟି ଗୁଗୁଲ ଡେଭଲପର ନାମରେ ପରିଚିତ ହୋଇଥିଲା ।
 
ଠିକ ସେହି ପରି Google for Work ସେବା ଦ୍ୱାରାସେବାଦ୍ୱାରା ଗୁଗୁଲ ନୂଆ ଗଢି ଉଠିଥିବା କମ୍ପାନୀ ମାନଙ୍କ ପାଇଁ ପରିବର୍ତନସିଲ ଗୁଗୁଲ ସେବାର ନିର୍ମାଣ କରି ଚାଲିଛି<ref>{{cite news|url=http://www.wired.com/wiredenterprise/2011/10/chromebook-raises-second-child/|title=Article in Wired|publisher=Wired|accessdate=October 7, 2011|first=Cade|last=Metz|date=October 7, 2011}}</ref> ।
 
=== ବ୍ୟବସାୟିକ ସଫ୍ଟୱେର ===
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି