"ଗର୍ଭପାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨୪ କ ଧାଡ଼ି:
 
<!-- ଇତିହାସ, ସମାଜ ଓ ସଂସ୍କୃତି -->
ଇନ୍‌ଡ୍ୟୁସ୍‌ଡ ଗର୍ଭପାତର ଲମ୍ବା ଇତିହାସ ଅଛି । ବିବିଧ ଉପାୟ ଯଥା ବୃକ୍ଷଲତା ସମ୍ବନ୍ଧୀୟ, ମୂନିଆ ଯନ୍ତ୍ର ସାହାଯ୍ୟରେ, ଶାରୀରିକ ଆଘାତ ଦ୍ୱାରାଆଘାତଦ୍ୱାରା ଓ ପୁରାତନ କାଳରୁ ଗତାନୁଗତିକ ପଦ୍ଧତି ସାହାଯ୍ୟରେ ଏହା ଚାଲିଛି ।<ref name="Management of Abortion, Chp 1">{{cite book|chapter=1. Abortion and medicine: A sociopolitical history|isbn=978-1-4443-1293-5|publisher=[[John Wiley & Sons, Ltd.]]|year=2009|location=[[Oxford, United Kingdom]]|title=Management of Unintended and Abnormal Pregnancy|edition=1st|editors=MPaul, ES Lichtenberg, L Borgatta, DA Grimes, PG Stubblefield, MD Creinin|first=Carole|last=Joffe|url=http://media.wiley.com/product_data/excerpt/62/14051769/1405176962.pdf|format=PDF|archiveurl=http://www.webcitation.org/62bppK1Iw|archivedate=21 October 2011|deadurl=no}}</ref> ପୃଥିବୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନିୟମରେ, କେତେ ଅନ୍ତରରେ ଓ ସାଂସ୍କୃତିକ ତ‌ଥା ଧାର୍ମିକ ନିୟମରେ କରାଯିବ ତାହାର ଭିନ୍ନ ଭିନ୍ନ ମତ ଅଛି । ଧର୍ଷଣ, ଫିଟସ ଅସୁବିଧା , ସାମାଜିକ-ଅର୍ଥନୈତିକ କାରଣ ଓ ମାତାର ସ୍ୱାସ୍ଥ୍ୟ ସଙ୍କଟ ହେଲେ ଏହା ନ୍ୟାୟିକ ଭାବରେ କରାଯାଏ ।<ref name="Dev98-07">{{Cite journal|last1=Boland |first1=R. |last2=Katzive |first2=L. |doi=10.1363/ifpp.34.110.08 |title=Developments in Laws on Induced Abortion: 1998–2007 |journal=International Family Planning Perspectives |volume=34 |issue=3 |pages=110–120 |year=2008 |pmid=18957353 |url=http://www.guttmacher.org/pubs/journals/3411008.html}}</ref> ପୃଥିବୀର ଅନେକ ସ୍ଥାନରେ ନୈତିକ, କାନୁନୀ ଓ ନୀତିଗତ କାରଣରୁ ଜନସାଧରଣଙ୍କ ମତର ଭିନ୍ନତା ଦେଖାଯାଏ । ବିରୁଦ୍ଧାଚରଣ କରୁଥିବା ଲୋକଙ୍କ ମତ: ଗର୍ଭରେ ଥିବା ପ୍ରାଣ ଜୀବନ୍ତ ଅଟେ, ତାହାର ବଞ୍ଚିବା ଅଧିକାର ଅଛି ଓ ତାହାକୁ ମାରିବା ହତ୍ୟା ସାଥିରେ ସମାନ ।<ref>{{Cite news|author=Pastor Mark Driscoll |title=What do 55 million people have in common? |publisher=Fox News |date=18 October 2013 |accessdate=2 July 2014 |url=http://www.foxnews.com/opinion/2013/10/18/what-do-55-million-people-have-in-common/}}</ref><ref>{{Cite news|author=Dale Hansen |title=Abortion: Murder, or Medical Procedure? |publisher=Huffington Post |date=18 March 2014 |accessdate=2 July 2014 |url=http://www.huffingtonpost.com/dale-hansen/abortion-murder-or-medica_b_4986637.html}}</ref> ଏହା ସପକ୍ଷରେ ଥିବା ଲୋକଙ୍କ ମତ: ମହିଳାମାନଙ୍କର ନିଜସ୍ୱ ଶରୀରର ସମସ୍ୟା ନିଜେ ନିର୍ଦ୍ଧରଣ କରିବାର ଅଧିକାର ଅଛି<ref>{{cite book|last1=Sifris|first1=Ronli Noa|title=Reproductive Freedom, Torture and International Human Rights Challenging the Masculinisation of Torture.|date=2013|publisher=Taylor and Francis|location=Hoboken|isbn=9781135115227|page=3|url=http://books.google.ca/books?id=9pVWAgAAQBAJ&pg=PA3}}</ref> ଓ ଏହା ମାନବିକ ଅଧିକାର ଅନ୍ତର୍ଭୁକ୍ତ ।<ref name=WHOPolicy2012/>
 
== ଆଧାର ==
"https://or.wikipedia.org/wiki/ଗର୍ଭପାତ"ରୁ ଅଣାଯାଇଅଛି