"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୧ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, [[ସମ୍ବଲପୁର]] ('''Gangadhar Meher University , Sambalpur) ଓଡ଼ିଶାର ନୂତନତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଏହା NAAC ଦ୍ଵାରାNAACଦ୍ଵାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଥିଲା । ''' '''
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୮ କ ଧାଡ଼ି:
 
ସ୍ଵୟଂ ଚାଳିତ ମାନ୍ୟତା 
୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ଵାରା ସ୍ଵୟଂ ଚାଳିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । ଏହା ଦ୍ଵାରାଏହାଦ୍ଵାରା ଏହି ମହାବିଦ୍ୟାଳୟ ନିଜର ପରିକ୍ଷ୍ୟା ପରିଚାଳନା ସହ , ପାଠ୍ୟସୁଛି , ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M॰Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 
 
== ଏଡମିସନ ==