"କଙ୍ଗ୍ ଫୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- କୁ +କୁ ) |
ଟିକେ Regular Character Changes |
||
୧ କ ଧାଡ଼ି:
କଙ୍ଗ୍ ଫୁ ବା ଗଙ୍ଗ୍ ଫୁ ଏକ ଚୀନୀୟ ଶବ୍ଦ । ଏହାର ଅର୍ଥ ଏକ ବିଦ୍ୟା ବା ଅଭ୍ୟାସ ଯାହା ଆୟତ କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଓ ସମୟ ଆବଶ୍ୟକ । ଏହି ଶବ୍ଦର ମୂଳ ଅର୍ଥ ଅନୁସାରେ ଏହା
== ଶବ୍ଦର ଉତ୍ପତି ==
ଚିନୀୟ ଭାଷାରେ "ଗଙ୍ଗଫୁ", "ଗଙ୍ଗ" ଓ "ଫୁ"କୁ ନେଇ ଗଠିତ ଏକ ଯୌଗିକ ଶବ୍ଦ । ଏହା କଠିନ
ମୂଳତଃ କଙ୍ଗ୍ ଫୁ ଅଭ୍ୟାସ କେବଳ ମାତ୍ର ସାମରିକ କଳାକୁ ବୁଝାଉ ନଥିଲା । <ref>[http://www.fiveimmortals.com/wudang-kung-fu/ article on kung fu]</ref> ଏହା ଏକ ବ୍ୟକ୍ତିର ତାଲିମ ପ୍ରକ୍ରିୟାକୁ ବୁଝାଉଥିଲା । ତାଲିମ କହିଲେ ଶାରିରୀକ ଓ ମାନସିକ ଭାବରେ ଶକ୍ତିଶାଳୀ ହେବା ଏବଂ ଏକ ଦକ୍ଷତା ଶିଖିବା ଓ ବିକଶିତ କରିବା । ଏହା ଦୀର୍ଘ କାଳ ଅଭ୍ୟାସ ଓ
ଲୋକଭାଷାରେ ଏହା ସାଧାରଣ ଦୈନନ୍ଦିନ କଳା ଯଥା ରୋଷେଇ ଓ ଲେଖିବା ଶୈଳୀ ଭଳି କାର୍ଯ୍ୟରେ ଦକ୍ଷତାକୁ ବୁଝାଇ ପାରେ । ଏହାର ଅର୍ଥ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦକ୍ଷତା ହାସଲ ପାଇଁ ଶୃଙ୍ଖଳାର ସହ ପରିଶ୍ରମ କରିଛି । ତେଣୁ ଲୋକ ଭାଷାରେ ଏହା ଏହି ଶବ୍ଦର ମୂଳ ଅର୍ଥକୁ ବୁଝାଏ ।
|