"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨ କ ଧାଡ଼ି:
ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ [[ଋତୁସ୍ରାବ (ସ୍ତନ୍ୟପାୟୀ)]] ଦେଖନ୍ତୁ । <br />
[[File:Figure 28 02 07.jpg|thumb|300px|right|Figure showing the progression of the menstrual cycle and the different hormones contributing to it.]]
'''ଋତୁସ୍ରାବ''' ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, ([[ଇଂରାଜୀ ଭାଷା]]ରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,<ref name=Jones2011>{{cite book|title=Women's Gynecologic Health|date=2011|publisher=Jones & Bartlett Publishers|isbn=9780763756376|page=94|url=https://books.google.ca/books?id=pj_ourS3PBMC&pg=PA94}}</ref> ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।<ref name=Women2014Men>{{cite web|title=Menstruation and the menstrual cycle fact sheet|url=http://www.womenshealth.gov/publications/our-publications/fact-sheet/menstruation.html|website=Office of Women's Health|accessdate=25 June 2015|date=December 23, 2014}}</ref> ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।<ref name=AFP2011/> [[ବ୍ରଣ]] ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । <ref name=Women2014PMS>{{cite web|title=Premenstrual syndrome (PMS) fact sheet|url=http://www.womenshealth.gov/publications/our-publications/fact-sheet/premenstrual-syndrome.html|website=Office on Women's Health|accessdate=23 June 2015|date=December 23, 2014}}</ref> ୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରାଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ [[ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ]] ରଖାଯାଇଛି । <!-- <ref name=AFP2011/> --> ୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । <ref name=AFP2011>{{cite journal|last1=Biggs|first1=WS|last2=Demuth|first2=RH|title=Premenstrual syndrome and premenstrual dysphoric disorder.|journal=American family physician|date=15 October 2011|volume=84|issue=8|pages=918–24|pmid=22010771}}</ref>
 
<!-- ପୁନଃପୌନିକତା -->
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି