"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୧୭ କ ଧାଡ଼ି:
}}
 
'''ଉଇକିଡାଟା''' ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥା ଦ୍ଵାରାସଂସ୍ଥାଦ୍ଵାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । <ref name="Wikidata Main Page archive"/><ref>{{cite web |url=http://www.wikimedia.de/wiki/Pressemitteilungen/PM_3_12_Wikidata_EN |title=Data Revolution for Wikipedia |date=March 30, 2012 |publisher=Wikimedia Deutschland |accessdate=September 11, 2012 |archiveurl=http://www.webcitation.org/6AbXpDAbW |archivedate=September 11, 2012 |deadurl=no}}</ref> ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ ଦ୍ଵାରାଉଇକିବେସ୍ଦ୍ଵାରା ତାର ସାମର୍ଥ୍ୟ ପାଇଛି ।<ref>[[:mw:Wikibase|Wikibase]]</ref>
 
==ଚିନ୍ତାକଳ୍ପ==
୫୫ କ ଧାଡ଼ି:
}}
 
ଉଇକିଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ ଦ୍ଵାରାକମ୍ପ୍ୟୁଟର୍ଦ୍ଵାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ଵ କରେ ଓ ଏକ ଅଦ୍ଵୀତିୟ ସଂଖ୍ୟା ଦ୍ଵାରାସଂଖ୍ୟାଦ୍ଵାରା ଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷ୍ୟର ବ୍ୟବହାର ହୋଇଥାଏ । ଉଦାହରଣ ସ୍ଵରୂପ :- "[[ଓଡ଼ିଆ ଭାଷା]]" ପ୍ରସଙ୍ଗ ପାଇଁ [[:d:Q33810|Q33810]] ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟକୁ ଜାଣିବାର ସାମର୍ଥ୍ୟ ଦିଏ ।
 
ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
୬୨ କ ଧାଡ଼ି:
 
==ବିକାଶ ଇତିହାସ ==
ଏହି ପରିକଳ୍ପନାର ଉତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, [[ଗୁଗୁଲ]]ଇନ୍ସ ଦ୍ୱାରାଇନ୍ସଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।<ref>{{cite news |title=Paul Allen Invests In A Massive Project To Make Wikipedia Better |first=Boonsri |last=Dickinson |url=http://articles.businessinsider.com/2012-03-30/tech/31259697_1_wikimedia-foundation-wikipedia-project |newspaper=Business Insider |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqFps3 |archivedate=September 11, 2012 |deadurl=no}}</ref><ref>{{cite news |title=Wikipedia’s Next Big Thing: Wikidata, A Machine-Readable, User-Editable Database Funded By Google, Paul Allen And Others |first=Sarah |last=Perez |url=http://techcrunch.com/2012/03/30/wikipedias-next-big-thing-wikidata-a-machine-readable-user-editable-database-funded-by-google-paul-allen-and-others/ |newspaper=TechCrunch |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqmANO |archivedate=September 11, 2012 |deadurl=no}}</ref> ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡ ଦ୍ୱାରାଡ଼ିଉତ୍ସେଲାଣ୍ଡଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା<ref name=wikidata_on_meta>https://meta.wikimedia.org/wiki/Wikidata</ref> :-
# ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡ଼ିକ କେନ୍ଦ୍ରୀକୃତ କରିବା - ପ୍ରତ୍ୟେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡ଼ିକ ଯୋଡ଼ିବା
# ପ୍ରତ୍ୟେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି