"ଆଲର୍ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨୮ କ ଧାଡ଼ି:
[[ହେ ଫିଭର]] ( hay fever) ଏକ ସାଧାରଣ ଆଲର୍ଜି ଯେଉଁଥିରେ ଲାଲ ଆଖି, କୁଣ୍ଡେଇବା, ନାକରୁ ପାଣି ବୋହିବା, [[ଏକଜିମା]], [[ଅର୍ଟିକାରିଆ]] ଓ [[ଆଜ୍‌ମା]] ହୋଇ ପାରେ । ଆଜ୍‌ମା ରୋଗରେ ଆଲର୍ଜି ଏହ ଅସାଧାରଣ ଭୂମିକା ନେଇ ପାରେ । [[ପରିବେଶ]], [[ଖାଦ୍ୟ]], [[ଔଷଧ]], [[ବିରୁଡ଼ି]] ଓ [[ମହୁମାଛି]] କୀଟର ବିଷ ଇତ୍ୟାଦି ଜୀବନନାଶକାରୀ ଆଲର୍ଜୀ ସୃଷ୍ଟି କରି ପାରନ୍ତି ଯାହାକୁ [[ଆନାଫାଇଲେକ୍ସିସ୍]] କହନ୍ତି । <br />
ଆଲାର୍ଜୀ ରୋଗ ନିର୍ଣ୍ଣୟ ନିମନ୍ତେ ଅନେକ ଗୁଡ଼ିଏ ପରୀକ୍ଷା ଥିଲେ ମଧ୍ୟ ତାହାର ଫଳ ସହ ରୋଗୀର ଇତିହାସ ଓ ସଂସ୍ପର୍ଶ ସହ ସମ୍ପର୍କ ବିବେଚନା କରି ଚିକିତ୍ସା କରିବାକୁ ହୁଏ, କେବଳ ପରୀକ୍ଷା ଫଳ ନିର୍ଣ୍ଣାୟକ ହୁଏ ନାହିଁ<ref name=Cox2008>{{cite journal|last=Cox|first=L|coauthors=Williams, B; Sicherer, S; Oppenheimer, J; Sher, L; Hamilton, R; Golden, D; American College of Allergy, Asthma and Immunology Test Task, Force; American Academy of Allergy, Asthma and Immunology Specific IgE Test Task, Force|title=Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force.|journal=Annals of Allergy, Asthma & Immunology|date=2008 Dec|volume=101|issue=6|pages=580–92|pmid=19119701}}</ref> । ବ୍ୟକ୍ତିର ଚର୍ମରେ ଆଲର୍ଜେନ୍ ରଖି ତାହାର ପ୍ରତିକ୍ରିୟା ଓ ରକ୍ତରେ ଆଇ.ଜି.ଇ. ପରୀକ୍ଷା ଫଳ ବିଶେଷରେ ଆଲର୍ଜୀ ନିର୍ଣ୍ଣୟ କରାଯାଏ । <br />
ଆଲର୍ଜେନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । ପ୍ରତିରୋଧ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ନିମନ୍ତେ ସ୍ଟିରଏଡ ଦିଆଯାଏ । ଲକ୍ଷଣ ଉପସମ ନିମନ୍ତେ ଆଣ୍ଟିହିସ୍ଟାମିନ୍ ଓ ଡିକଞ୍ଜେସ୍ଟାଣ୍ଟ ଦିଆଯାଏ । ଏହି ଔଷଧ ଖାଇବାକୁ ହୁଏ । ଗୁରୁତର ରୋଗୀଙ୍କୁ ଏପିନେଫ୍ରିନ୍ ଇଞ୍ଜେକସନ୍ ଦିଆଯାଏ । ଏହା ବ୍ୟତିତ ଇଞ୍ଜେକସନ ଦ୍ଵାରାଇଞ୍ଜେକସନଦ୍ଵାରା ଆଲର୍ଜିକୁ ଅଣ- ସମ୍ବେଦନଶୀଳ କରିଦିଆଯାଏ ।}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ଆଲର୍ଜି"ରୁ ଅଣାଯାଇଅଛି