"ଆନା ସାଗର ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୨୮ କ ଧାଡ଼ି:
}}
[[ଫାଇଲ:The_Anasāgar_Lake_1_PHOTOGRAPHED_BY_FATEH.RawKEy.jpg|thumb|ଆନା ସାଗର ହ୍ରଦ]]
'''ଆନା ସାଗର ହ୍ରଦ , ''' ଭାରତୀୟ ରାଜ୍ୟ ରାଜସ୍ଥାନର ଅଜମର ସହରରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । ଏହା ଏଇତିହାସିକ ସମ୍ରାଟ ପୃଥ୍ଭିରାଜ ଚୌହାନଙ୍କ ପିତାମହ ଅମୋରାଜା ( ଆନା )ଙ୍କ ଦ୍ଵାରାଙ୍କଦ୍ଵାରା ୧୧୩୫ରୁ ୧୧୫୦ ମସିହା ମଧ୍ୟରେ ନିର୍ମିତ ହେଇଥିଲା । ଏହି ହ୍ରଦ ୧୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପରେ ୧୬୩୭ ମସିହାରେ ଦିଲ୍ଲୀର ମୋଗଲ ସମ୍ରାଟ ସାହାଜାହାନ ଏହାର ବରାଦରୀ ବା ପାଭିଲିଆନ ନିର୍ମାଣ କରେଇଥିଲେ । ଜାହାଙ୍ଗୀର ତାଙ୍କ ରାଜୁତି କାଳରେ ଏଠାରେ ଦୌଲତ ବାଗ ବଗିଚା ସ୍ଥାପନ କରିଥିଲେ ।