"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Regular Character Changes
୫୪ କ ଧାଡ଼ି:
 
== ଇତିହାସ ==
# ୧୯୪୮ ଜାନୁଆରୀ ୨୮ତାରିଖରେ ଆକାଶବାଣୀର କାର୍ଯ୍ୟକ୍ରମ ପ୍ରସାରଣ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରାଟ୍ରାନ୍ସମିଟରଦ୍ଵାରା କିଲ୍ଲାପଡ଼ିଆରୁ ଆରମ୍ଭ କରାଯାଇଥିଲା ।
# ୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରାଟ୍ରାନ୍ସମିଟରଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
# ୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ 'ବିବିଧ ଭାରତୀ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
# ୧୯୭୫ ମସିହା ମଇ ମାସ ୧ ତାରିଖରୁ 'ବିଜ୍ଞାପନ ପ୍ରସାରଣ ସେବା' ଆରମ୍ଭ ହୋଇଥିଲା ।
୬୩ କ ଧାଡ଼ି:
# ୧୯୯୬ ମସିହା ମାର୍ଚ୍ଚ ମାସ ତିନି ତାରିଖରୁ ଆକାଶବାଣୀର ଏଫ୍.ଏମ୍ ପ୍ରସାରଣ ସେବା ଆରମ୍ଭ କରାଗଲା ।
# ୨୦୦୩ ମସିହା ଜାନୁଆରୀ ୧୩ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରେ ସ୍ଥାପନ କରାଗଲା ଫ୍ରାନ୍ସରୁ ଆସିଥିବା ୩୦୦ କିଲୋୱାଟ ମିଡିୟମ ୱେଭ ଟ୍ରାନସମିଟର । ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି ।
# ୨୦୦୬ ମସିହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଉପଗ୍ରହ ମାଧ୍ୟମରେ ଡି.ଟି.ଏଚ୍. ସେବା । ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ଏହି ବ୍ୟବସ୍ଥା ଦ୍ଵାରାବ୍ୟବସ୍ଥାଦ୍ଵାରା ବିଶ୍ଵର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରୁଛନ୍ତି ।
 
== ବିବିଧ କାର୍ଯ୍ୟକ୍ରମ ==