"ଆଇଜାକ ସାନ୍ତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଯୋଗସୂତ୍ର ପେଡ଼ି
ଟିକେ Regular Character Changes
୨୮ କ ଧାଡ଼ି:
ଆଇଜାକ ସାନ୍ତ୍ରା ୧୯୮୨ ମସିହା ନଭେମ୍ବର ୩ତାରିଖରେ <ref name="Native Planet"><cite class="citation web">[http://www.nativeplanet.com/sambalpur/attractions/hatibari/ "Native Planet"]. </cite></ref> [[ସମ୍ବଲପୁର]]ର ଏକ ଗରିବ ପାଦ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । <ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref> ପିତାଙ୍କ ଇଚ୍ଛା ଥିଲା ଆଇଜାକ ପାଦ୍ରୀ ହୁଅନ୍ତୁ,<ref name="Native Planet"><cite class="citation web">[http://www.nativeplanet.com/sambalpur/attractions/hatibari/ "Native Planet"]. </cite></ref> ଆଇଜାକ କିନ୍ତୁ ସମ୍ବଲପୁରରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯୧୯ମସିହାରେ ଡାକ୍ତରୀ ପଢିବା ପାଇଁ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ]]ରେ ଯୋଗ ଦେଇଥିଲେ । ଡାକ୍ତରୀ ପଢିବା ବେଳର ଅଭିଜ୍ଞତା ତଥା କୁଷ୍ଠ ରୋଗକୁ ନେଇ ସମାଜରେ ପ୍ରଚଳିତ କଳଙ୍କ, ତାଙ୍କୁ କୃଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରିବାକୁ ପ୍ରେରିତ କରିଥିଲା ।<ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref>ଆଇଜାକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିରେ ଯୋଗଦେଇଥିଲେ । ୧୯୨୭-୩୧ ମଧ୍ୟରେ "ଲେପ୍ରସି ସର୍ଭେ ଅଫ ଇଣ୍ଡିଆ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୩୨ ମସିହାରେ ସେ "ଲେପ୍ରସି ପ୍ରିଭେନସନ ସୋସାଇଟି ଅଫ ଗ୍ରେଟ ବ୍ରିଟେନ"ର ସଭ୍ୟ ଭାବରେ ମନୋନୀତ ହୋଇ, ୧୯୪୭ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ । <ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref> "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ [[ଜାପାନ]] ଓ [[ନାଇଜେରିଆ]] ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ ।<ref name="ILA"><cite class="citation web">[http://ila.ilsl.br/pdfs/v5n1a19.pdf "ILA"] (PDF). </cite></ref> ''"ନୋଟସ ଅନ ଲେପ୍ରସିଇନ୍ ଜାପାନ" ନାମକ ଏକ ପୁସ୍ତକ ରଚନା କରିଥିଲେ । ''<ref name="The Body Divided: Human Beings and Human 'Material' in Modern Medical History">{{Cite book|url=https://books.google.ae/books?id=aAmiAgAAQBAJ&pg=PA155&lpg=PA155&dq=Dr.+Isaac+Santra&source=bl&ots=YnbA0_dW2u&sig=AKVP5OdwLs6MipLWv3aPn1ZJP2E&hl=en&sa=X&ei=6CMcVdGJHMneUfvpgqAJ&redir_esc=y#v=onepage&q=Dr.%20Isaac%20Santra&f=false|title=The Body Divided: Human Beings and Human 'Material' in Modern Medical History|last=Dr Sarah Ferber, Ms Sally Wilde|publisher=Ashgate Publishing|year=2013|isbn=9781409482840|pages=264}}</ref>
 
ସେବା ନିବୃତ ହେବା ପରେ, ଆଇଜାକ ୧୯୫୧ମସିହାରେ [[ଓଡ଼ିଶା]] ଓ [[ପଶ୍ଚିମ ବଙ୍ଗ]] ସୀମାରେ ଥିବା ଛୋଟ ଗ୍ରାମ ହାତିବାଡ଼ିଠାରେ, "ହାତିବାଡ଼ି କୁଷ୍ଠାଶ୍ରମ" ପ୍ରତିଷ୍ଠା କରିଥିଲେ<ref name="Migration and Adjustment">{{Cite book|url=https://books.google.ae/books?id=U7nOhJszK3QC&pg=PA82&lpg=PA82&dq=Isaac+Santra+Institute+of+Social+Work+and+Community+Health&source=bl&ots=ov65pL9I0n&sig=kNiwighP-ypjn2t65HwFuFZc1yE&hl=en&sa=X&ei=6WAdVargFJHyasXAgNgI&redir_esc=y#v=onepage&q=Isaac%20Santra%20Institute%20of%20Social%20Work%20and%20Community%20Health&f=false|title=Migration and Adjustment|last=Laksha P. Swain|publisher=Northern Book Centre|year=2006|isbn=9788172112110|pages=109}}</ref><ref name="Native Planet"><cite class="citation web">[http://www.nativeplanet.com/sambalpur/attractions/hatibari/ "Native Planet"]. </cite></ref> । [[ଡାପ୍‌ସୋନ୍|ଡାପ୍‌ସୋନ]] ଔଷଧର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ହାତିବାଡ଼ି କୁଷ୍ଠାଶ୍ରମଠାରେ, ଆଇଜାକ "ସୁଶ୍ରୁତ ସଂହିତା" ଅନୁଯାୟୀ "ଚାଲମଗଜ"ରୁ ପ୍ରସ୍ତୁତ ଏକ ଔଷଧ ଦ୍ଵାରା କୁଷ୍ଠ ରୋଗର ଚିକିତ୍ସା କରିବା ଆରମ୍ଭ କରିଥିଲେ । <ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref> ଆଇଜାକ ନିଜ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ହାତିବାଡି କୁଷ୍ଠାଶ୍ରମରେ କାର୍ଯ୍ୟ କରିଥିଲେ ।  ପରେ ଏହି ଅନୁଷ୍ଠାନଟି "ହିନ୍ଦ୍ କୁଷ୍ଠ ନିବାରିଣୀ ସଂଘ ଦ୍ଵାରାସଂଘଦ୍ଵାରା ପରିଚାଳିତ ହୋଇଥିଲା ଓ କ୍ରମେ [[ଓଡ଼ିଶା ସରକାର]]ଙ୍କ ଅଧିନକୁ ଆସିଥିଲା ।<ref name="Biswa"><cite class="citation web">[http://biswa.org/in/fr/activities/social-development/hatibari-health-home "Biswa"]. </cite></ref>
 
ଆଇଜାକ, ରାଜକୁମାରୀ ଦାସଙ୍କୁ ବିବାହ କରିଥିଲେ ।<ref name="Geni"><cite class="citation web">[http://www.geni.com/people/Dr-Isaac-Santra/6000000002251307276 "Geni"]. </cite></ref>ଦିଲ୍ଲୀପ କୁମାର ଦାସ ତାଙ୍କର ପୁତ୍ର ।<ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref> ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବଲପୁରଠାରେ ଆଇଜାକଙ୍କର ତିରୋଧାନ ଘଟିଥିଲା । <ref name="Hindustan Times"><cite class="citation web">[http://www.hindustantimes.com/india-news/leprosy-in-india-the-remarkable-life-of-dr-isaac-santra/article1-1309977.aspx "Hindustan Times"]. </cite></ref>
୩୬ କ ଧାଡ଼ି:
* ପଦ୍ମଶ୍ରୀ - ୧୯୫୬<ref name="Padma Shri"><cite class="citation web">[http://mha.nic.in/sites/upload_files/mha/files/LST-PDAWD-2013.pdf "Padma Shri"] (PDF). </cite></ref>
* ସମ୍ବଲପୁରରେ ତାଙ୍କ ପୈତୃକ ଗ୍ରାମରେ ଏକ ଅନୁଷ୍ଠାନ ତାଙ୍କ ନାମରେ ନାମିତ<ref name="Migration and Adjustment">{{Cite book|url=https://books.google.ae/books?id=U7nOhJszK3QC&pg=PA82&lpg=PA82&dq=Isaac+Santra+Institute+of+Social+Work+and+Community+Health&source=bl&ots=ov65pL9I0n&sig=kNiwighP-ypjn2t65HwFuFZc1yE&hl=en&sa=X&ei=6WAdVargFJHyasXAgNgI&redir_esc=y#v=onepage&q=Isaac%20Santra%20Institute%20of%20Social%20Work%20and%20Community%20Health&f=false|title=Migration and Adjustment|last=Laksha P. Swain|publisher=Northern Book Centre|year=2006|isbn=9788172112110|pages=109}}</ref><ref name="Isaac Santra Institute of Social Work"><cite class="citation web">[http://www.zoominfo.com/p/Jayadev-Sahu/291260273 "Isaac Santra Institute of Social Work"]. </cite></ref>
* ସ୍ମାଇଲ ଫାଉଣ୍ଡେସନ ଦ୍ଵାରାଫାଉଣ୍ଡେସନଦ୍ଵାରା ତାଙ୍କ ନାମରେ ଏକ ବାଳ ନିକେତନ ନାମିତ <ref name="Smile Foundation India"><cite class="citation web">[http://www.smilefoundationindia.org/utsarga.htm "Smile Foundation India"]. </cite></ref>
 
== ଆଧାର ==