|
|
== ବ୍ୟକ୍ତିଗତ ଜୀବନ ==
ନିଜର ଜେଜେବାପା ଓ ଜେଜେ ମାଙ୍କ ଦ୍ଵାରାମାଙ୍କଦ୍ଵାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।<ref>http://www.lookuppage.com/users/ajitagarkar/</ref>
== ବୋଲିଂ ଷ୍ଟାଇଲ ==
|