"ଶ୍ୟାମାଚନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଛବି
ଟିକେ Regular Character Changes
୫୦ କ ଧାଡ଼ି:
 
== ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାପନା ==
୧୯୪୧-୧୯୪୬ମସିହା ପର୍ଯ୍ୟନ୍ତ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ନେତୃତ୍ଵ ସରକାରରେ [[ଗୋଦାବରୀଶ ମିଶ୍ର]] ଶିକ୍ଷାମନ୍ତ୍ରୀ ଓ ମୌଲବୀ ଶୋଭନ୍ ଖାନ୍ ଆଇନ ମନ୍ତ୍ରୀ ଥିଲେ । ଏହି ସମୟରେ ଓଡ଼ିଶାରେ ଏକ ବିଶ୍ଵବିଦ୍ୟାଳୟରେ ଆବଶ୍ୟକତାକୁ ଅନୁଭବ କରି, ସରକାର ସେତେବେଳର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କ ଉପରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଲ ପ୍ରସ୍ତୁତ କରିବାର ଦାୟିତ୍ଵ ନ୍ୟସ୍ତ କଲେ । ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶ୍ୟାମାଚନ୍ଦ୍ର ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର ରେଜିଷ୍ଟାର ମେକଲିନଙ୍କୁ ଡାକି ଚିଠା ପ୍ରସ୍ତୁତ କରିଥିଲେ । ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ର, ୧୯୪୩ ମସିହା ଜୁନ ୩୦ତାରିଖରେ ବିଧାନସଭାବିଧାନ ସଭା(ରେଭେନ୍ସା ମହାବିଦ୍ୟାଳୟର ଆଜିର ଆସେମ୍ବ୍ଲି ହଲ)ରେ ଏହି ବିଲ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ୬୦ସଭ୍ୟ ବିଶିଷ୍ଟ ବିଧାନସଭାରେବିଧାନ ସଭାରେ ଏହି ବିଲକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ରାଜ୍ୟପାଳ ହଥର୍ଣ୍ଣ ଲୁଇସ୍ ବିଲକୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣିତ ହୋଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା ।<ref>{{cite news|title=ଯେଉଁମାନେ ଉତ୍କଳ ବିଶ୍ଵବିଦ୍ୟାଳୟ ଗଢିଥିଲେ|url=http://odishanewsnitidin.com/index.php?ID=20&PubId=4&schedule=2016-11-27&PageId=13759&PageNum=8|accessdate=29 November 2016|newspaper=ନିତିଦିନ ୨୭/୧୧/୨୦୧୬ ପୃଷ୍ଠା ୮}}</ref>
 
== ଆଧାର ==