"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
ଟିକେ Regular Character Changes
୧୯ କ ଧାଡ଼ି:
}}
 
'''ଲକ୍ଷ୍ମଣ ନାୟକ''' (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩)<ref>{{cite news|last=ଦୁର୍ଗା|first=ପଟ୍ଟନାୟକ|title=ସହିଦଙ୍କୁ ସମ୍ମାନ କେବଳ ଭାଷଣବାଜି !|url=http://odishanewsnitidin.com/index.php?ID=20&PubId=4&schedule=2016-09-11&PageNum=3|accessdate=11 September 2016|newspaper=ନିତିଦିନ}}</ref> ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ '''ମାଲକାନାଗିରିର ଗାନ୍ଧି''' ଭାବେ ପ୍ରସିଦ୍ଧ ଥିଲେ । <ref name="Laxman Naik" /> ଲକ୍ଷ୍ମଣ ନାୟକ ୧୮୯୯ ମସିହା [[ନଭେମ୍ବର]] ୨୨ ତାରିଖରେ [[କୋରାପୁଟ ଜିଲ୍ଲା]] (ବର୍ତ୍ତମାନର [[ମାଲକାନଗିରି ଜିଲ୍ଲା]])ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । <ref>{{cite web|title=Birth Anniversary of Sahhed Laxman Nayak|url=http://www.odisha.gov.in/portal/LIWPL/event_archive/Events_Archives/120Saheed_Laxman_Nayak.pdf|accessdate=12 April 2016}}</ref> ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ [[ଜୟପୁର, କୋରାପୁଟ|କୋରାପୁଟ]] ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ ରୁ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
 
==ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ ==