"ରୁକ୍ମଣୀ ଦେବୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨ କ ଧାଡ଼ି:
ରୁକ୍ମଣୀ ଦେବୀ ମନ୍ଦିର,  ଭାରତର [[ଦ୍ଵାରକା]] ଠାରୁ 2 କିଲୋମିଟର ଦୂରରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କ ରାଣୀ ରୁକ୍ମିଣୀଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀରୁ ଏହା 12 ଶ ଶତାବ୍ଦୀର ବୋଲି ଜଣାଯାଇଥାଏ । 
 
== ବର୍ଣନାବର୍ଣ୍ଣନା ==
ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ପ୍ରସ୍ତରରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭର ମୂଳ ଅଂଶରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି ।