"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
no summary specified
ଟିକେ (Bot: Automated text replacement (- ଟି +ଟି ))
ଟିକେ (no summary specified)
ଉଦୟପୁର ସହର ଠାରୁ ଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 
 
ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜୁରାଟଗୁଜରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 
 
Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 
୩୭,୬୭୮

ଗୋଟି ସମ୍ପାଦନା