"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୭୯ କ ଧାଡ଼ି:
 
== ବୈବାହିକ ଜୀବନ ==
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସକ ଗୋବିନ୍ଦରାଜୁଙ୍କ ପ୍ରେମରେ ପଡ଼ିଥିଲେ । ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣକୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରି ସେହିବର୍ଷ ଡିସେମ୍ବର ମାସରେ ତାଙ୍କୁ ବିବାହ କରିଥିଲେ । <ref name="Biography of Naidu"/>ଏହାପରେ ସେ ସରୋଜିନୀ ଚଟ୍ଟୋପାଧ୍ୟାୟରୁ ସରୋଜିନୀ ନାଇଡୁ ହୋଇଯାଇଥିଲେ। ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା । ବିବାହ ପରେ ସେ ୪ ଟି୪ଟି ସନ୍ତାନର ଜନନୀ ହୋଇଥିଲେ।ସେମାନେ ଥିଲେ ଜୟସୁର୍ଯ୍ୟ, ପଦ୍ମଜା,ରଣଧୀର ଓ ଲୀଳାମଣି।
 
== ଦେଶସେବା ==