"ଶୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Bot: Automated text replacement (- ଟି +ଟି )
୨୪ କ ଧାଡ଼ି:
}}
 
'''ଶୁଆ''' ମୋଟାମୋଟି ଭାବେ ୩୯୩ ଜାତିର ଅଟନ୍ତି।ଶୁଆକୁ ସିଟାସିନି ମଧ୍ୟ କୁହାଯାଏ।ଏହି ଶୁଆମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅଞ୍ଚଳରେ ମୁଖ୍ୟତଃ ଦେଖାଯାଆନ୍ତି।ଶୁଆମାନଙ୍କୁ ୩ ଟି୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।ଯଥା:-[[:en: Psittacoidea|ସିଟାକୋଏଡିଆ]](ପ୍ରକୃତ ଶୁଆ),[[:en:Cacatuoidea|କାକୁଟୋଏଡିଆ]](କୋକା ଟୋସ୍) ଓ [[:en: Strigopoidea|ସ୍ଟ୍ରିଗୋପୋଏଡିଆ]](ନିଉଜଲ୍ୟାଣ୍ଡ ଶୁଆ)।ଶୁଆକୁ ଶୂକ ମଧ୍ୟ କୁହାଯାଏ।
ଶୁଆର ଦୁଇଟି ଆଖି, ଏକ ଶକ୍ତ ଵକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା ଅଛି।ବହୁତ ଶୁଆ ଦେଖିବାକୁ ଏକା ରଙ୍ଗର ଓ ଆଉ କିଛି ଶୁଆଙ୍କର ରଙ୍ଗ ଏକାଧିକ ରଙ୍ଗର ହୋଇଥାଏ।ଅଧିକାଂଶ ଶୁଆଙ୍କର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ମଞ୍ଜି, ଫଳ, କଢ଼ ଓ ଗଛର ଅନ୍ୟ ଅଂଶ।କିଛି ଜାତିର ଶୁଆ ପଶୁମାନଙ୍କୁ ଓ ପଚା ସଢା ମାଂସ ଖାଇଥିବା ବେଳେ ଲୋରିସ୍ ଓ ଲୋରିକିଟ୍ସ ଶୁଆ ରସାଳ ପୁଷ୍ପ ଓ କୋମଳ ଫଳ ଖାଇଥାନ୍ତି।ପ୍ରାୟ ସବୁ ଶୁଆ ଗଛ କୋରଡ଼ରେ ରୁହନ୍ତି।
ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟନ୍ତି।ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି।କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।
"https://or.wikipedia.org/wiki/ଶୁଆ"ରୁ ଅଣାଯାଇଅଛି