"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୧ କ ଧାଡ଼ି:
[[ଫାଇଲ:Bangladesh_LOC_1996_map.jpg|ଡାହାଣ|thumb|ମେଘନା ସମେତ ବାଂଲାଦେଶର ନଦୀ ଗୁଡିକର ମାନଚିତ୍ର ]]
ମେଘନା ନଦୀ({{Lang-bn|মেঘনা নদী}}) ବାଂଲାଦେଶର ସବୁଠାରୁ ଗୁରୁତ୍ବପୂର୍ଣ ନଦୀ । ,<ref name="Banglapedia">{{cite book|title=Banglapedia: National Encyclopedia of Bangladesh|publisher=[[Asiatic Society of Bangladesh]]|year=2012|edition=Second|chapter=Meghna River|chapter-url=http://en.banglapedia.org/index.php?title=Meghna_River|author=Masud Hasan Chowdhury|editor=Sirajul Islam and Ahmed A. Jamal}}</ref> ବଂଗୋପମହାସାଗରକୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳରେ ପ୍ରବାହିତ ତିନି ଟିତିନିଟି ମୁଖ୍ୟ ନଦୀ ମଧ୍ୟରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀର ମେଘନା ନଦୀର ଉପତ୍ତି ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାର ଭୈରବ ବଜାର ସହରର ଉପର ଅଞ୍ଚଳରେ ସୁର୍ମା ନଦୀ ଓ କୁଶିୟାରା ନଦୀର ସଙ୍ଗମ ଦ୍ଵାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲାରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀର ଅନନ୍ୟ ଉପନଦୀ ଗୁଡିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗରରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି । 
[[ଫାଇଲ:Boat_in_meghna_river.JPG|thumb|ମେଘନା ନଦୀରେ ନୌକା]]
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକ ମଧ୍ୟରୁ ମେଘନା ସବୁଠାରୁ ବେଶୀ  ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡରେ ଏହି ନଦୀ ସମତଳ ଭୂମିରେ ସରଳରେଖା ପରି  ପ୍ରବାହିତ ହେଇଥାଏ ।