"ବିଛା (ରାଶି)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ removed Category:ଜ୍ୟୋତିଷୀ; added Category:ରାଶି using HotCat |
ଟିକେ Bot: Automated text replacement (- ଟି +ଟି ) |
||
୨ କ ଧାଡ଼ି:
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ (ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], [[ମିଥୁନ (ରାଶି)|ମିଥୁନ]], [[କର୍କଟ (ରାଶି)|କର୍କଟ]], [[ସିଂହ (ରାଶି)|ସିଂହ]], [[କନ୍ୟା (ରାଶି)|କନ୍ୟା]], [[ତୁଳା (ରାଶି)|ତୁଳା]], [[ବିଛା (ରାଶି)|ବିଛା]], [[ଧନୁ (ରାଶି)|ଧନୁ]], [[ମକର (ରାଶି)|ମକର]], [[କୁମ୍ଭ (ରାଶି)|କୁମ୍ଭ]], [[ମୀନ (ରାଶି)|ମୀନ]]) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ
* ରାଶିଚକ୍ରରେ ବିଛା ରାଶିର ଅବସ୍ଥାନ ୨୧୧ ଡିଗ୍ରୀରୁ ୨୪୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ମଙ୍ଗଳ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
|