"ବାହାଈ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Bot: Automated text replacement (- ଟି +ଟି )
୧୧ କ ଧାଡ଼ି:
ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କ ଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।<ref>ଡା. କବିପ୍ରସାଦ ମିଶ୍ର, ରବିବାର ସମାଜ, ପୃଷ୍ଠା-୭, ମେ୨୦-୨୬, ୨୦୧୨ </ref>
 
[[ଦିଲ୍ଲୀ]]ରେ ଥିବା ‘ପଦ୍ମ ମନ୍ଦିର’ ଟିମନ୍ଦିର’ଟି ବାହାଈ ଧର୍ମର ଉପାସନା ଗୃହ ଅଟେ । ଫୁଟିଥିବା ପଦ୍ମ ଆକାରର ଏହି ସଂପୂର୍ଣ୍ଣ ଶଙ୍ଖ ମଲମଲ ପଥରରେ ନିର୍ମିତ ଉପାସନା ଗୃହ ପୃଥିବୀର ଏକ ବିସ୍ମୟ ସୃଷ୍ଟି । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ଖଣ୍ଡ ଶଙ୍ଖ ମଲମଲ ପଥର କମ୍ପ୍ୟୁଟର ଦ୍ୱାରା ମାପଚୁପ ହୋଇ ନିର୍ମିତ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ବିରାଟ ମନ୍ଦିର ପ୍ରକଳ୍ପ ଏବଂ ଏହାର ଅତି ସୁନ୍ଦର ପରିବେଶ ଆଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ ବିରାଟ ଓ ମହାନ ସୃଷ୍ଟି ।
==ଆଧାର==
{{ଆଧାର}}