୩୭,୫୭୯
ଗୋଟି ସମ୍ପାଦନା
ଟିକେ (Bot: Automated text replacement (-ଓଡିଶା +ଓଡ଼ିଶା)) |
ଟିକେ (Bot: Automated text replacement (- ଟି +ଟି )) |
||
==ଷୋଳ ପାଲା==
ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱରା ପୋଥି ଧରି ବୋଲାୟିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାୟିବା (ଠିଆପୂଜା) ପଦ୍ଯା୍ୟତ୍ମକ ୧୬ଟି ଗଳ୍ପ ବା ପାଲା । ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬ ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି
# ଜନ୍ମପାଲା: ଏକ ବାଦାଶାହକନ୍ଯା୍ୟଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୂନର୍ଜୀବନଲାଭ
# ପଦ୍ନଲୋଚନ ପାଲା: ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର: ଲାଭ
|