"ପାଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ଟି +ଟି )
ଟିକେ (Bot: Automated text replacement (-ଓଡିଶା +ଓଡ଼ିଶା))
ଟିକେ (Bot: Automated text replacement (- ଟି +ଟି ))
 
==ଷୋଳ ପାଲା==
ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱରା ପୋଥି ଧରି ବୋଲାୟିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାୟିବା (ଠିଆପୂଜା) ପଦ୍ଯା୍ୟତ୍ମକ ୧୬ଟି ଗଳ୍ପ ବା ପାଲା । ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬ ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି ୧୬ ଟି୧୬ଟି କଥା ମଧ୍ୟରୁ ଉକ୍ତ ୪ ଗୋଟି ପୁରାଣରେ ଅଛି, ୍ୟ ୧୨ ଗୋଟି ନାହିଁ ସେମାନଙ୍କର ନାମ ନିମ୍ନରେ ଦିଆଗଲା ଏ ସବୁ କବିକର୍ଣ୍ଣଙ୍କ କପୋଳକଳ୍ପିତ ରଚନା; ଏବଂ ପୀର, କୋରାନ, ଦରିଆ, ବାଦସାହା ଆଦି କେତେକ ଫାରସୀ ଶବ୍ଦର ପ୍ରଯୋଗ ଏ ସବୁ କଥାରେ ଅଛି ଏହାଙ୍କ ଦେଖାଦେଖି ବଙ୍ଗଳାରେ ଭୃଗୁରାମ ନାମକ ଜଣେ କବି ଓ ଓଡ଼ିଶାର କେତେକ ବ୍ୟକ୍ତି ବଙ୍ଗଳା ଛାନ୍ଦରେ ମଧ୍ୟ ପାଲା ରଚନା କରିଅଛନ୍ତି ସାଧାରଣତଃ କବକର୍ଣ୍ଣଙ୍କ ସରଚିତ ନିମ୍ନଲିଖିତ ୧୬ ଟି୧୬ଟି ଗଳ୍ପାତ୍ମକ ୍ୟକୁ ଷୋଳ ପାଲା ବୋଲାଯାଏ ୟଥା:
# ଜନ୍ମପାଲା: ଏକ ବାଦାଶାହକନ୍ଯା୍ୟଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୂନର୍ଜୀବନଲାଭ
# ପଦ୍ନଲୋଚନ ପାଲା: ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର: ଲାଭ
୩୫,୫୫୩

ଗୋଟି ସମ୍ପାଦନା