"ପଦ୍ମଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଟି +ଟି )
୨୯ କ ଧାଡ଼ି:
୧୯୫୪ ମସିହାରେ ପଦ୍ମ ସମ୍ମାନର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କର ଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସିମୀତ ନୁହଁ, ଅନେକ ବିଦେଶୀ ବ୍ୟକ୍ତି ମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।
 
୨୦୧୪ ମସିହା ସୁଦ୍ଧା ସମୁଦାୟ ୨୬୮୦ ଟି୨୬୮୦ଟି ପଦ୍ମଶ୍ରୀ ପ୍ରଦାନ କରାଯାଇ ସାରିଛି।<ref>{{cite press release |title=Padma Awards 2014 announced |url=http://www.pib.nic.in/release/release.asp?relid=102735 |publisher=[[Ministry of Home Affairs (India)|Ministry of Home Affairs]] |date=25 January 2014 |accessdate=25 January 2014}}</ref>
 
==ଆଧାର==
"https://or.wikipedia.org/wiki/ପଦ୍ମଶ୍ରୀ"ରୁ ଅଣାଯାଇଅଛି