"କୁସୁମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Bot: Automated text replacement (- ଟି +ଟି )
୨୪ କ ଧାଡ଼ି:
 
==ଚାଷ==
ବିଶ୍ୱର ପାଖାପାଖି ୬୦ ଟି୬୦ଟି ଦେଶର ଅମଳକୁ ମିଶାଇଲେ ଏହା ବର୍ଷକୁ ପ୍ରାୟ ୬୦୦୦୦ ଟନ୍ ଉତ୍ପାଦିତ ହୋଇଥାଏ। ଏମାନଙ୍କ ମଧ୍ୟରୁ [[ଭାରତ]], [[ଆମେରିକା]], ଓ [[ମେକ୍ସିକୋ]]ରେ ଏହା ଅଧିକ ଉତ୍ପାଦିତ ହେଉଥିଲେହେଁ [[ଇଥିଓପିଆ]], [[କାଜାକସ୍ତାନ]], [[ଚୀନ]],ଆରବ୍ୟ ଦେଶ ସମୂହ, [[ଆର୍ଜେଣ୍ଟିନା]] ଓ [[ଅଷ୍ଟ୍ରେଲିଆ]] ଆଦି ଦେଶ ମଧ୍ୟ ଏହାର ଉତ୍ପାଦନରେ ଆଗଧାଡ଼ିରେ ରହିଛନ୍ତି। ବିଗତ ୫ ଦଶଂଧି ଧରି ଏହାକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।
 
==ଆଧାର==
"https://or.wikipedia.org/wiki/କୁସୁମ"ରୁ ଅଣାଯାଇଅଛି