"କନ୍ୟା (ମାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Bot: Automated text replacement (- ଟି +ଟି )
୨ କ ଧାଡ଼ି:
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି କନ୍ୟା ରାଶିରେ ଅବସ୍ଥାନ କରେ ସେହି ସମୟ କନ୍ୟା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ [[ସେପ୍ଟେମ୍ବର]]ର ମଧ୍ୟ ଭାଗରୁ ଆରମ୍ଭ ହୋଇ [[ଅକ୍ଟୋବର]] ମାସର ମଧ୍ୟ ଭାଗରେ ଶେଷ ହୁଏ ‌।ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ [[ଭାଦ୍ରବ]] ଓ [[ଆଶ୍ଵିନ]] ସହ ଏହା ସମ୍ବନ୍ଧିତ ।<ref name=hindilearner>{{cite web|title=Hindu Calendar|url=http://www.hindilearner.com/hindi_resources/hindu_calendar.php|accessdate=24 September 2015}}</ref> ଏହିପରିଭାବେ ୧୨ ଟି୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଗଣେଶ ପୂଜା, ବିଶ୍ଵକର୍ମା ପୂଜା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣୀ ପାଳିତ ହୁଏ ।<ref name="iskoneducationalservices">{{cite web|title=Important Festivals|url=https://iskconeducationalservices.org/HoH/practice/401.htm|accessdate=13 June 2017}}</ref>
 
* ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଷଷ୍ଠ ସୌର ମାସ (ଆଷ୍ଵିନ) ୧୬ ସେପ୍ଟେମ୍ବର- ୧୫ ଅକ୍ଟୋବର ।<ref name="insa">{{cite web|title=Uniform All India Nirayana Solar Calendar|url=http://insa.nic.in/writereaddata/UpLoadedFiles/IJHS/Vol39_4_7_CmdSKChatterjee.pdf|accessdate=30 May 2017}}</ref>