"ଆଡାମ ଗିଲଖ୍ରୀଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୧୦୪ କ ଧାଡ଼ି:
 
 
'''ଆଦାମ କ୍ରେଗ ଗିଲଖ୍ରୀଷ୍ଟ''' ବିଶ୍ଵର ଅନ୍ନ୍ୟତମ ସର୍ବକାଳିନ ଶ୍ରେଷ୍ଠ ୱିକେଟ କିପର-ବେଟସ ମେନର ମାନ୍ୟତା ପାଇ ଆସୁଛନ୍ତି । ଗିଲ୍ଲୀ ବା ଚର୍ଚି ନାମରେ ମଧ୍ୟ ଜଣା ଶୁଣା ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆର ଜଣେ କ୍ରିକେଟର । ସେ ଜଣେ ବିସ୍ଫୋରକ ବେଟସମେନ ହେଇଥିବା ସହ ଏକଦା ଏକଦିବସୀୟରେ ବିଶ୍ବରେ ସର୍ବାଧିକ କେଚ ନେଇଥିବା ୱିକେଟ କିପର ମଧ୍ୟ । ସେ ପ୍ରଥମ କ୍ରିକେଟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଟି୧୦୦ଟି ଛକା ମାରିଥିବାର ଗୌରବର ଅଧିକାରୀ । ଟେଷ୍ଟରେ ତାଙ୍କର ୧୭ ଟି୧୭ଟି ଆଉ ଏକଦିବସୀୟରେ ୧୬ ଟି୧୬ଟି ଶତକ ଅଛି । କେବଳ ଶ୍ରୀଲଙ୍କାର ୱିକେଟ କିପର ସଙ୍ଗାକାରା ତାଙ୍କଠୁ ବେଶୀ ଶତକ ଓ ରନ କରିଛନ୍ତି , ଜଣେ ୱିକେଟ କିପର ହିସାବରେ । କ୍ରମାଗତ ୩ ଟି୩ଟି ବିଶ୍ଵ କପ ଫାଇନାଲ ( ୧୯୯୯, ୨୦୦୩ ଓ ୨୦୦୭ )ରେ ସେ ୫୦ରୁ ବେସୀ ରନକରିବାର ବିରଳ କୃତି ହାସଲ କରିଥିଲେ ।
 
  ୨୦୦୭ ବିଶ୍ଵ କପ ଫାଇନାଲରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିବା ୧୪୯ ରନ ଯାହା ମାତ୍ର ୧୦୪ ବଳରେ କରିଥିଲେ , ତାହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହା ଯାଏ । IPLରେ ମଧ୍ୟ ଗିଲଖ୍ରୀଷ୍ଟ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ।
 
  ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆ ପାଇଁ ୯୬ ଟି୯୬ଟି ଟେଷ୍ଟ ସହ ୨୭୦ ଟି୨୭୦ଟି ଏକଦିବସୀୟ ଖେଳିଥିଲେ । .ମାର୍ଚ , ୨୦୦୮ରେ ସେ ଅନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । 
 ତେବେ ସେ IPL ଓ କାରିବିଆନ ଲିଗରେ ତାଙ୍କର ଖେଳ ଜାରି ରଖିଥିଲେ ।