"ଅହିରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୪୨ କ ଧାଡ଼ି:
ଅହିରାଜ ଅନ୍ୟ ସର୍ପମାନଙ୍କ ପରି ନିଜ ଜିହ୍ଵା ଦ୍ଵାରା ତଥ୍ୟ ସଂଗ୍ରହ କରେ । ଜିହ୍ଵା ଗନ୍ଧର କ୍ଷୁଦ୍ର କଣିକାକୁ ଧରି ଏକ ସଂବେଦନଶୀଳ ଅଙ୍ଗକୁ ପଠାଏ ଯାହାକି ପାଟିର ଉପରି ଅଂଶ(ତାଳୁ)ରେ ଥାଏ । ଯଦି କୌଣସି ଖାଦ୍ୟର ସୁବାସ ଆସେ ନିଜର ଜିଭକୁ ଲହରାଇ ଖାଦ୍ୟର ଉପସ୍ଥିତି ନିର୍ନୟକରେ । ତା’ସହ ଅହିରାଜ ୧୦୦ ମିଟର ଦୂରରେ ପ୍ରଚଳିତ ଜୀବକୁ ଦେଖିପାରେ ,ଜୀବ ଦ୍ଵାରା ପୃଥିବୀର କମ୍ପନକୁ ମଧ୍ୟ ଅନୁଭବ କରିପାରେ । ଅହିରାଜ ଯେବେ କୌଣସି ଜୀବକୁ ଗିଳିବାରେ ଲାଗିଥାଏ ତେବେ ତା’ର ମୁହଁରେ ଥିବା ଜହର ଖାଦ୍ୟକୁ ପରିପାକ ଆରମ୍ଭ କରିଦେଇଥାଏ । ଅନ୍ୟ ସର୍ପମାନଙ୍କ ପରି ନମାନଶୀଳ ମୁହଁ ହୋଇଥାଏ । ଅହିରାଜର ତଳପାଟିର ଅସ୍ଥି ଦ୍ୱୟ ସ୍ଵାଧୀନ ଭାବେ କାର୍ଯ୍ୟ କରନ୍ତି ଯାହାର ଫଳସ୍ୱରୂପ ଖାଦ୍ୟକୁ ସମ୍ପୂର୍ଣ ଗିଳିବାରେ ସହାୟକ ହୁଏ । ନିଜର ମୁଣ୍ଡ ତୁଳନାରେ ଅହିରାଜ ବଡ ଜୀବକୁ ଗିଳିପାରେ । ଏମାନେ ଦିନରେ ଶିକାର କରନ୍ତି ରାତ୍ରିକାଳରେ ଶିକାର କରିବା ଖୁବ କମ ଦେଖା ଯାଇଛି
==ପ୍ରଜନନ==
ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ ସର୍ପମାନଙ୍କ ଅପେକ୍ଷା । ସେ ଅଣ୍ଡା ଦେବା ପାଇଁ ବସା ବନାଏ,ପତ୍ର ଓ ଅନ୍ୟାନ୍ୟ ବସ୍ତୁ(କାଠି,ଛୋଟ ଛୋଟ ଡାଳ ଯାହା ଭୂମିଉପରେ ପଡିଥାଏ ) ଗୋଟେ ଜାଗାରେ ରଖି ବସା ପ୍ରସ୍ତୁତ କରେ । ବସା ପିଲାଙ୍କ ଜନ୍ମ ହେବା ପର୍ଯ୍ୟନ୍ତ ଥାଏ । ସ୍ତ୍ରୀ ଅହିରାଜ ୨୦-୪୦ ଟି୪୦ଟି ଅଣ୍ଡା ଦେଇଥାଏ,୬୦-୯୦ ପରେ ଅଣ୍ଡାରୁ ପିଲାମାନେ ଜନ୍ମ ନିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ମାଁ ବସାକୁ ଜଗିରହିଥାଏ । ବସାର ତାପମାତ୍ରା ୨୮॰c ରକ୍ଷା କରିବା ଓ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ମାଁ ଅହିରାଜର ପ୍ରମୁଖ କର୍ମ । ଅଣ୍ଡାରୁ ପିଲା ଜନ୍ମନେବା ପୂର୍ବରୁ ମାଁ ବହୁଦୂର ଚାଲିଯାଏ କାରଣ ଅହିରାଜ ସର୍ପ ଭକ୍ଷୀ ହେଇଥିବାରୁ ନିଜ ଜନ୍ମିତ ପିଲାମାନଙ୍କୁ ନ ଖାଇଯାଏ ସେ ଦୂରକୁ ଚାଲିଯାଏ ।
 
==ପ୍ରତିରକ୍ଷା ଓ ବିଷ==
"https://or.wikipedia.org/wiki/ଅହିରାଜ"ରୁ ଅଣାଯାଇଅଛି