"୧୫ ଜୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ଠାରେ +ଠାରେ )
୧୧ କ ଧାଡ଼ି:
*. 1844-ଚାର୍ଲ୍ସ ଗୁଟିଅରଙ୍କୁ ରବର ସଂବଧୀୟ ବଲ୍କନାଇଜେଶନ ପ୍ରକ୍ରିଯାର ପେଟେଂଟ ମିଳିଥିଲା ।
*.1896-ଜାପାନର ସମୁଦ୍ର ତଟରେ ସେଂଟୋ ଉତ୍ସଵ ପାଳନ ସମୟେ ସୁନାମୀ ଆସିବା ଯୋଗୁଁ 27 ହଜାର ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଆତର୍କିତ ଦୈବ ଦୂର୍ବିପାକରେ 9 ହଜାର ଲୋକ ଆଘାତ ମଧ୍ୟ ହୋଇଯାଇଥିଲେ ତଥା 13 ହଜାର ଲୋକଙ୍କ ଘର ଧ୍ବସ୍ତ ହୋଇଯାଇଥିଲା ।
*.1908-କଲିକତା ଠାରେକଲିକତାଠାରେ ଶେଆର ବାଜାର ଆରମ୍ଭ ହେଲା ।
*.1909-ଇଂଗଲୈଂଡ, ଦକ୍ଷିଣ ଅଫ୍ରିକା ଔର ଆସ୍ଟ୍ରେଲିଆର ପ୍ରତିନିଧି ମାନଙ୍କର ଇମ୍ପୀରିୟଲ କ୍ରିକେଟ କ୉ନସର୍ନ ଗଠନ ପାଇଁ ଲୋଡ୍ସ ଗ୍ରାଉଁଡରେ ବୈଠକ କଲେ ।
*.1914-ଆଇବୀଏମର ସ୍ଥାପନା କରାଗଲା ।
"https://or.wikipedia.org/wiki/୧୫_ଜୁନ"ରୁ ଅଣାଯାଇଅଛି