"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
{{ଛୋଟ|Hindu}}
[[ଫାଇଲ:HinduSwastika.svg|100px|right|ହିନ୍ଦୁମାନଙ୍କ ସ୍ଵସ୍ତିକ]]
'''ହିନ୍ଦୁ''' କହିଲେ [[ଭାରତ|ଭାରତୀୟ]] ଉପମହାଦେଶର ମୂଳ ନିବାସୀମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରା କୁଭାବଧାରାକୁ ବୁଝାଇଥାଏ ।
ସାଧାରଣ ଭାବରେ [[ହିନ୍ଦୁ ଧର୍ମ]]ର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ । ହିନ୍ଦୁମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିଂସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁ ଧର୍ମକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଉଛି।
 
ହିନ୍ଦୁ ଶବ୍ଦଟି [[ସିନ୍ଧୁ ନଦୀ]] ରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
 
ହିନ୍ଦୁ ଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ। ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ୍ନ ହେଇଛି। ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ। ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ। ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ। ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। [[ପୁରାଣ]] ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା। ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି