"ହାଇପରକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Bot: Automated text replacement (- ରୁ +ରୁ )
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ହାଇପରକ୍ୟାଲସେମିଆ''' (ଇଂରାଜୀ ଭାଷାରେ '''Hypercalcaemia''' ବା '''hypercalcemia''') ନାମ ଦିଆଯାଏ ଯେତେବେଳେ ରକ୍ତରେ ([[:en:blood serum|blood serum]]) କ୍ୟାଲସିଅମ ([[:en:calcium|calcium]]) (Ca<sup>2+</sup>) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।<ref name=PMH2016>{{cite web|title=Hypercalcemia - National Library of Medicine|url=https://www.ncbi.nlm.nih.gov/pubmedhealth/PMHT0024710/|website=PubMed Health|accessdate=27 September 2016}}</ref><ref name=BMJ2015/> କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ ରୁ୧ରୁ ୨.୬&nbsp;ମିମୋ/ଲି ବା ୮.୮ରୁ ୧୦.୭&nbsp;ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।<ref name=EU2010/><ref>{{cite book|last1=Pathy|first1=M.S. John|title=Principles and practice of geriatric medicine|date=2006|publisher=Wiley|location=Chichester [u.a.]|isbn=9780470090558|page=Appendix|edition=4. ed.|url=http://onlinelibrary.wiley.com/doi/10.1002/047009057X.app01/pdf}}</ref><ref name=BMJ2015/> ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । <ref name=BMJ2015/> ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ [[ଉଦର ଯନ୍ତ୍ରଣା]] ([[:en:abdominal pain|abdominal pain]]), ଅସ୍ଥି ଯନ୍ତ୍ରଣା, [[ଦ୍ୱନ୍ଦ]] ([[:en:confusion|confusion]]), [[ଅବସାଦ]] ([[:en:Depression (mood)|depression]]), ଦୁର୍ବଳତା, [[ବୃକ୍‌କ ପଥର ରୋଗ]] ବା [[ହୃଦ୍‌ରୋଧ]] ଭଳି [[ଅନିୟମିତ ହୃତ୍ ସ୍ପନ୍ଦନ]] ଇତ୍ୟାଦି ବେମାରୀ ହୋଇପାରେ । <ref name=EU2010/><ref name=BMJ2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->