"ହର୍ପିସ୍ ଜୋସ୍ଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
{{ଛୋଟ|Herpes zoster}} କୁ ବଦଳ କରି {{ଛୋଟ|Shingles}} କରାଗଲା
ଟିକେ Bot: Automated text replacement (- ରୁ +ରୁ )
୧୬ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ହର୍ପିସ୍ ଜୋସ୍ଟର''', (ଅନ୍ୟ ନାମ ସିଙ୍ଗଲସ ବା ଜୋସ୍ଟର ବା ଜୋନା ଯଥାକ୍ରମେ [[ଇଂରାଜୀ ଭାଷା]]ରେ '''Shingles''', also known as '''zoster''', '''herpes zoster''', or '''zona'''), ଏକ [[ଭୁତାଣୁ ରୋଗ]] ବିଶେଷତା ହେଲା ଏକ ସୀମିତ ଏରିଆରେ [[ଯନ୍ତ୍ରଣା]]ଦାୟକ ଚର୍ମ ରାସ ବା ଲାଲ ଚକଡ଼ା ଓ [[ଫୋଟକା]] ଦେଖାଯାଏ ।<ref name=CDC2014Sym/><ref>{{cite book|title=Shafer's textbook of oral pathology|date=2014|isbn=9788131238004|page=351|edition=Seventh|url=https://books.google.ca/books?id=WnhtAwAAQBAJ&pg=PA351}}</ref> ଏହି ଚକଡ଼ାଗୁଡ଼ିକ ଦେହର ଯେ କୌଣସି ଗୋଟିଏ ପାଖରେ ବା ମୁହଁରେ ଗୋଟିଏ ଧାଡ଼ିରେ ଦେଖାଯାଏ । <!-- <ref name=Pink2015/> --> ଲାଲ ଚକଡ଼ା ବାହାରିବାର ୨/ ୪ ଦିନ ପୂର୍ବରୁ ଚମରେ ଯନ୍ତ୍ରଣା ହୁଏ ଓ [[ପାରେସଥେସିଆ|ଝିମ ଝିମ]] ହୁଏ । <!-- <ref name=Pink2015/> --> ଅନ୍ୟଥା ଏହାର ବ‌ହୁତ ଅଳ୍ପ ଲକ୍ଷଣ ଥାଏ । <ref name=Pink2015/> ଏହି ଚକଡ଼ାଗୁଡ଼ିକ ୨ ରୁ୨ରୁ ୪ ସପ୍ତାହ ମଧ୍ୟରେ ଶୁଖି ଯାଏ; <ref name=CDC2014Sym>{{cite web|title=Shingles (Herpes Zoster) Signs & Symptoms|url=http://www.cdc.gov/shingles/about/symptoms.html|accessdate=26 May 2015|date=May 1, 2014}}</ref> କିନ୍ତୁ କେତେକ ଲୋକଙ୍କର [[ସ୍ନାୟୁ ଯନ୍ତ୍ରଣା]] ମାସମାସ ବା ବର୍ଷ ବର୍ଷ ଧରି ଲାଗିରହେ ଯାହାକୁ [[ପୋଷ୍ଟଥର୍ପେଟିକ ନିଉରାଲଜିଆ]] କୁହାଯାଏ । <!-- <ref name=Pink2015/> --> [[ଇମ୍ମ୍ୟୁନିଟି ଅଭାବ]] ଥିଲେ ରାସ ଖେଳେଇହୋଇ ଚାରିଆଡ଼େ ବାହାରେ ଯାହାକୁ [[ଡିସସେମିନେଟେଡ ସିଙ୍ଗ୍ଲସ]] କୁହାଯାଏ । <ref name=Pink2015/> ଆଖିରେ ରାସ ହେଲେ [[ଦୃଷ୍ଟିଶକ୍ତି]] ନଷ୍ଟ ହୋଇଯାଏ । <ref name=CDC2014Sym/>
 
<!-- କାରଣ, କାର୍ଯ୍ୟକାରୀତା ଓ ରୋଗ ନିର୍ଣ୍ଣୟ -->
୨୨ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
[[ସିଙ୍ଗଲସ ଟିକା]] ନେଲେ ୫୦ ରୁ୫୦ରୁ ୮୦ ବର୍ଷ ମଧ୍ୟରେ ଥିବା ଲୋକଙ୍କର ଏହି ରୋଗ ହେବା ସଙ୍କଟ ଅଧା କମିଯାଏ । <!-- <ref name=Pink2015/> --> ପୋଷ୍ଟଥର୍ପେଟିକ ନିଉରାଲଜିଆ ରୋଗ ହାର କମିଯାଏ ଓ ପ୍ରକୋପ କମ ହୁଏ । <!-- <ref name=Pink2015/> --> ୮୦ ବର୍ଷ ବୟସ ପରେ ମଧ୍ୟ ଏହା କ୍ରିୟାଶୀଳ ରହେ କିନ୍ତୁ କିଛି କମ ହୁଏ । <!-- <ref name=Pink2015/> --> ଏହି ଟିକା ଭାରିସେଲା ଟିକା ସ‌ହ ସମାନ କିନ୍ତୁ ମାତ୍ରା ବା ଡୋଜ କିଛି ଅଧିକ । <ref name=Pink2015/> ସିଙ୍ଗଲସ ରୋଗ ହେଲେ [[ଏସିକ୍ଲୋଭର]] ଭଳି [[ଆଣ୍ଟିଭାଇରାଲ ଔଷଧ]] ଦେଲେ ରୋଗର ଗମ୍ଭୀରତା ଓ ରୋଗ ଅବଧି କମିଯାଏ କିନ୍ତୁ ଏହା ରାସ ବାହାରିବାର ୭୨ ଘଣ୍ଟା ମଧ୍ୟରେ ଦେବାକୁ ଦରକାର । <ref name=NEJM2013>{{cite journal|last1=Cohen|first1=JI|title=Clinical practice: Herpes zoster.|journal=The New England journal of medicine|date=18 July 2013|volume=369|issue=3|pages=255–63|pmid=23863052}}</ref> ପୋଷ୍ଟଥର୍ପେଟିକ ନିଉରାଲଜିଆ ଉପରେ ଆଣ୍ଟିଭାଇରାଲ ବା [[କର୍ଟିକୋସ୍ଟିରଏଡ|ସ୍ଟିରଏଡ]] ଔଷଧର ଉଲ୍ଲେଖନୀୟ ପ୍ରଭାବର ପ୍ରମାଣ ମିଳିନାହିଁ । <ref>{{cite journal|last1=Chen|first1=N|last2=Li|first2=Q|last3=Yang|first3=J|last4=Zhou|first4=M|last5=Zhou|first5=D|last6=He|first6=L|title=Antiviral treatment for preventing postherpetic neuralgia.|journal=The Cochrane database of systematic reviews|date=6 February 2014|volume=2|pages=CD006866|pmid=24500927}}</ref><ref>{{cite journal|last1=Han|first1=Y|last2=Zhang|first2=J|last3=Chen|first3=N|last4=He|first4=L|last5=Zhou|first5=M|last6=Zhu|first6=C|title=Corticosteroids for preventing postherpetic neuralgia.|journal=The Cochrane database of systematic reviews|date=28 March 2013|volume=3|pages=CD005582|pmid=23543541}}</ref> ତୀବ୍ର ଯନ୍ତ୍ରାଣାରେ [[ପାରାସେଟାମୋଲ]], [[ଏନଏସଆଇଡି]] ଓ [[ଓପିଅଏଡ]] ଆଦି ଔଷଧ ସାହାଯ୍ୟ କରେ । <ref name=NEJM2013/>
 
<!-- ରୋଗାନୁଶୀଳନ ଓ ଇତିହାସ -->